Odisha Link
Bridging the Missing Links in Odisha

ଜାତି, ବାସସ୍ଥାନ ପ୍ରମାଣପତ୍ର ନେଇ ବିଜ୍ଞପ୍ତି

ଭୁବନେଶ୍ବର: ଜାତି, ବାସସ୍ଥାନ, ଆୟ ପ୍ରମାଣପତ୍ର ସଂପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ଅନ୍ୟପଟେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଏଣିକି ସବୁ ପ୍ରମାଣପତ୍ର ସେଲ୍‌ଫ ଡିକ୍ଲାରେସନ ଜରିଆରେ ଦେଇହେବ। ଚାକିରୀ ଆଶୟୀ ଆବେଦନ ବେଳେ ସେଲ୍‌ଫ ଡିକ୍ଲାରେସନ ଦେବେ। ପ୍ରୋଭିଜାନଲ ସିଲେକ୍ସନ ପରେ ଜାତି ଓ ବାସସ୍ଥାନ ପ୍ରମାଣପତ୍ର ଦେଖାଇବେ। ସେମିତି ଶିକ୍ଷାନୁଷ୍ଠାନରେ ଆଡମିଶନ ଆବେଦନ ବେଳେ ସେଲ୍‌ଫ ଡିକ୍ଲାରେସନ କରାଯିବ।

Comments are closed.