Odisha Link
Bridging the Missing Links in Odisha

ବିଗବସ ଘରେ ଜ୍ୟୋତିଷ! ଜାଣନ୍ତୁ ପୁରା ଖବର

ମୁମ୍ବାଇ : ବିଗବସ୧୩ର ଟିଆରପି ଲଗାତର ବଢ଼ିବାରେ ଲାଗିଛି। ଘରେ ଲୋକଙ୍କ କଳି ଝଗଡା କିମ୍ବା ରୋମାନ୍ସ ଦେଖିବାକୁ ମିଳିଥାଏ । ଏବେ ବିଗବସ ଘରେ ପ୍ରବେଶ କରିଛନ୍ତି ଜ୍ୟେତିଷ ।

ଜ୍ୟୋତିର୍ବିଦ ପ୍ରେମ ଘରଲୋକଙ୍କ ଭବିଷ୍ୟ ବିଷୟ ସହିତ ଆଗାମୀ ଦିନରେ ହେବାକୁ ଥିବା ସମସ୍ୟା ବିଷୟରେ ମଧ୍ୟ ଜଣାଇବେ। ଜ୍ୟୋତିର୍ବିଦ ପ୍ରେମ ଘର ଲୋକଙ୍କୁ ଦେଇଥିବା ଭବିଷ୍ୟବାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭବିଷ୍ୟବାଣୀରେ ସେ ରଶ୍ମି ଦେଶାଇଙ୍କୁ ଖାସ୍‌ ଚେତାବନୀ ଦେଉଥିବା ଦେଖିବାକୁ ମିଳୁଛି।ଜ୍ୟୋତିର୍ବିଦ ଜଣ ଜଣ କରି ସବୁ ଘରର ସଦସ୍ୟଙ୍କୁ ଡାକି ତାଙ୍କ ଭବିଷ୍ୟତ ବିଷୟରେ କହୁଛନ୍ତି। ନିଜ ଭବିଷ୍ୟବାଣୀରେ ଅନେକ ସଦସ୍ୟ ଖୁସି ଥିବା ସମୟରେ ଆଉ କିଛି ସଦସ୍ୟ ଦୁଃଖି ହୋଇଯାଇଛନ୍ତି ।

Comments are closed.