Odisha Link
Bridging the Missing Links in Odisha
Daily Archives

January 4, 2020

ଓଡ଼ିଶା ହାଇକୋର୍ଟ ପ୍ରଥମ ମହିଳା ମୁଖ୍ୟ…

ଭୁବନେଶ୍ବର: ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି।। ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ। ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ କୁମାରୀ ଜଷ୍ଟିସ ପଣ୍ଡା। ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ…

ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ…

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା…

ରଶ୍ମିଙ୍କୁ ଶୋ ଛାଡ଼ିବାକୁ କହିଲେ ସଲମାନ

ମୁମ୍ବାଇ : ଦର୍ଶକ ବିଗବସରେ ଉଇକେଣ୍ଡ କେ ବାରକୁ ଅପେକ୍ଷା କରି ରହିଥାନ୍ତି । କାରଣ ସେହି ଏପିଶୋଡ଼ରେ ସଲମାନ ଆସିଥାନ୍ତି ଓ ପୁରା ସପ୍ତାହରେ ଘଟିଥିବା ଘଟଣା ଆଲୋଚନା କରାଯାଇଥାଏ । ଏଥର ସଲମାନ ରଶ୍ମିଦେଶାଇ, ସିଦ୍ଦାର୍ଥ ଓ ଅସୀମ ଉପରେ ରାଗିବାର ଦେଖିବାକୁ ମିଳିବ । ଅସୀମ , ସିଦ୍ଦାର୍ଥ ଶୁକ୍ଲାଙ୍କ…

ନାଗରକିତା ଆଇନକୁ ନେଇ ବଡ଼ ବୟାନ ଦେଲେ…

ଗୌହାଟୀ: ନାଗରିକତା ସଂଶୋଦନ ଆଇନ(ସିଏଏ)କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ଆସନ୍ତାକାଲି ଗୌହାଟୀରେ ଭାରତ-ଶ୍ରୀଳଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହାକୁ ନେଇ ଆଜି ଏକ ପ୍ରେସ୍‌ ମିଟ୍‌ ହୋଇଥିଲା। ଆଜି ଅନୁଷ୍ଠିତ ପ୍ରେସ୍‌ ମିଟରେ ଗଣମାଧ୍ୟମ…

ବିଗବସ ଘରେ ଜ୍ୟୋତିଷ! ଜାଣନ୍ତୁ ପୁରା…

ମୁମ୍ବାଇ : ବିଗବସ୧୩ର ଟିଆରପି ଲଗାତର ବଢ଼ିବାରେ ଲାଗିଛି। ଘରେ ଲୋକଙ୍କ କଳି ଝଗଡା କିମ୍ବା ରୋମାନ୍ସ ଦେଖିବାକୁ ମିଳିଥାଏ । ଏବେ ବିଗବସ ଘରେ ପ୍ରବେଶ କରିଛନ୍ତି ଜ୍ୟେତିଷ । ଜ୍ୟୋତିର୍ବିଦ ପ୍ରେମ ଘରଲୋକଙ୍କ ଭବିଷ୍ୟ ବିଷୟ ସହିତ ଆଗାମୀ ଦିନରେ ହେବାକୁ ଥିବା ସମସ୍ୟା ବିଷୟରେ ମଧ୍ୟ ଜଣାଇବେ।…

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ…

ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ବକପ୍‌ ହିରୋ ଇର୍ଫାନ ପଠାନ୍‌ ତଥା ଭାରତୀୟ କ୍ରିକେଟ୍ ଦଳର ବାମହାତୀ ଅଲରାଉଣ୍ଡର ବୋଲର ଇର୍ଫାନ ପଠାନ୍ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଶନିବାର ଷ୍ଟାର୍ ସ୍ପୋଟର୍ସର ଚ୍ୟାନେଲର ଷ୍ଟୁଡିଓରେ ଉପସ୍ଥିତ ରହି ସେ ନିଜର ଅବସର ଘୋଷଣା କରିଛନ୍ତି। ଇର୍ଫାନ ନିଜର…

ଆମ୍ବେଦକର କହିଥିଲେ ‘ବ୍ରାହ୍ମଣ’ଙ୍କ…

ଅହମଦାବାଦ: ଚର୍ଚ୍ଚାରେ ଗୁଜୁରାଟ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ। ବ୍ରାହ୍ମଣଙ୍କ ଉମପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଶ୍ରୀ ତ୍ରିବେଦୀ। ଗତକାଲି ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ରାହ୍ମଣଙ୍କର ହିଁ ପ୍ରଚ୍ଛଦ ଭୂମିକାରେ ଅବଦାନ ରହିଛି ବୋଲି କହିଥିଲେ ଶ୍ରୀବେଦୀ। ଗତକାଲି ଗୁଜରାଟ ବାଚସ୍ପତି ରାଜେନ୍ଦ୍ର…

ଅସୀମଙ୍କୁ ମିଳିଲା ବଡ଼ ସୁଯୋଗ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ବର୍ତ୍ତମାନ ଟିଆରପି ବଢ଼ିବାରେ ଲାଗିଛି । ସେ ଝଗଡ଼ାକୁ ହେଉ କି ରୋମାନ୍ସ ଶୋ ଟିକୁ ଦର୍ଶକ ଅନେକ ପସନ୍ଦ କରୁଛନ୍ତି । ବର୍ତ୍ତମାନ ‘ବିଗ୍‌ ବସ୍‌ ୧୩’ ଫାଇନାଲ୍‌ ଏପିସୋଡ୍ ଆଡ଼କୁ ପାଖେଇଲାଣି । ପ୍ରତିଯୋଗୀମାନେ ପରସ୍ପରକୁ ପୂର୍ବ ଅପେକ୍ଷା ଆହୁରି କଡ଼ା ଟକ୍କର ଦେଉଛନ୍ତି ।…

ବିହାରରେ ପୋଷ୍ଟର ରାଜନୀତି, ଲାଲୁ…

ପାଟନା : ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନ ନିର୍ବାଚନ ପାଇଁ ଅନେକ ସମୟ ଅଛି। ହେଲେ ଏବେଠାରୁ ବ୍ୟାନର ଓ ପୋଷ୍ଟରକୁ ନେଇ ଶାସକ-ବିରୋଧୀ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଇତି ମଧ୍ୟରେ ରାଷ୍ଟ୍ରୀୟ ଜନତାଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ…

କୋଟା ଶିଶୁମୃତ୍ୟୁ ଘଟଣା: ଗେହଲଟଙ୍କ ଉପରେ…

କୋଟା: ରାଜସ୍ଥାନର କୋଟାରେ ଶିଶୁମୃତ୍ୟୁ ଘଟିଛି। ଯାହାକି କ୍ଷମତାସୀନ କଂଗ୍ରେସ ସରକାର ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଇଁ ସମସ୍ୟା ସାଜିଛି। ଏପର୍ଯ୍ୟନ୍ତ କୋଟାର ଜେକେ ଲନ୍‌ ହସ୍ପିଟାଲରେ ୧୦୦ ଜଣରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ଅନ୍ୟପଟେ ଶିଶୁମୃତ୍ୟୁକୁ ନେଇ ରାଜ୍ୟର…