Odisha Link
Bridging the Missing Links in Odisha

ଆଜିବି ମନେପଡ଼ନ୍ତି ହର ପଟ୍ଟନାୟକ

ଭୁବନେଶ୍ବର : ଆଜିବି ମନେ ପଡ଼ନ୍ତି ଓଲିଉଡ଼ର ମହାଖଳ ନାୟକ ହର ପଟ୍ଟନାୟକ । ତାଙ୍କର ଅନେକ ଡାଇଲକ ତଥା ମାରାଣ , ନାଇଁ ନାଇଁ ମ, ଚଖମା ଚୁର ଦର୍ଶକଙ୍କ ମନରେ ରହିଯାଇଛି । ସେ ୧୯୫୮ ୧୨ ଅକ୍ଟୋବର କଟକରେ ଜନ୍ମ ଗ୍ରହଣ କରିଥିଲେ।

ହର ପଟ୍ଟନାୟକ ୬୦ ସିନେମାରେ ଅଭିନୟ କରିବା ସହିତ ୧୯ ସିନେମାକୁ ନିର୍ଦ୍ଦେଶନା ଦେଇଥିଲେ । ୨୦୧୫ ଜାନୁଆରୀ ୧୩ ରେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ ସେହି ସମୟରେେ ୫୬ ବୟସ ହୋଇଥିଲା ।

Comments are closed.