Odisha Link
Bridging the Missing Links in Odisha
Daily Archives

January 15, 2020

ପ୍ରାକ୍ ବଜେଟ ପୂର୍ବରୁ ପରାମର୍ଶ ବୈଠକ

ଭୁବନେଶ୍ବର: ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭାରେ ଉପସ୍ଥାପ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ। ଏଥିପାଇଁ ଭୁବନେଶ୍ୱର ଅତିଥି ଭବନରେ ଆଜି ବସିଛି ପ୍ରାକ୍ ବଜେଟ ପରାମର୍ଶ ବୈଠକ। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅଧ୍ୟକ୍ଷତାରେ ବୈଠକ ବସିଛି। ଅର୍ଥ ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ,…

ଶ୍ରୀମନ୍ଦିର ପ୍ରତି ଅବହେଳା ବନ୍ଦ କରନ୍ତୁ…

ପୁରୀ: ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ ଉଠିଛି। ଏନେଇ ୫ଟି ସଚିବ ପାଣ୍ଡିଆନଙ୍କୁ କଟାକ୍ଷ କଲେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ପାଣ୍ଡିଆନ ନବୀନଙ୍କ ମନକଥା ବୁଝିପାରୁଛନ୍ତି ହେଲେ କୋର୍ଟ ନିର୍ଦ୍ଦେଶ ପଢ଼ିପାରୁନାହାନ୍ତି। ରାଜ୍ୟ ସରକାର…

ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜ…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁ ଶ୍ରମିକମାନେ କାମ କରିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ସେମାନଙ୍କୁ ଚିହ୍ନଟ କରି କାମ ଯୋଗାଇବା ସହ ସେମାନଙ୍କ ପରିବାରର ଆର୍ଥିକ ସ୍ବଚ୍ଛଳତା ପାଇଁ ସରକାର…

କାଲି ବିଜେପି ନୂଆ ସଭାପତି!

ଭୁବନେଶ୍ବର: ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ହେବ ନାମାଙ୍କନ। ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଶାୟୀ ପ୍ରାର୍ଥୀ ମାନେ ଅପରାହ୍ନ ୩ଟା ବେଳେ ନାମାଙ୍କନ ପତ୍ର ଦାଖଲ କରିବେ। ଏହାପରେ ୪ଟା ୩୦ରୁ…

ଆଜି ସ୍ଥଳସେନା ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ଆଜି ହେଉଛି ପ୍ରତିଷ୍ଠା ଦିବସ। ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳ ସେନା ଦିବସ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାର ସାହାସକୁ ସଲାମ କରିବା ସହ ଯବାନ ଏବଂ ତାଙ୍କ ପରିବାରକୁ ଶୁଭକାମନା ଜଣାଇଛନ୍ତି। ସେନାର ତ୍ୟାଗ ଓ ବଳିଦାନ…

ନାବାଳିକାଙ୍କୁ ଅପହରଣ କରିନେଲେ ୪ ଯୁବକ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଶାଦେଇ ୪ ଜଣ ଅପହରଣ କରିଥିବା ଅଭିଯୋଗ ଆସିଛି। ନାବାଳିକାଙ୍କୁ ନିଶା ଦେଇ ଏକ ବୋଲେରୋ ଗାଡ଼ିରେ ସେମାନେ ଅପହରଣ କରିନେଇଥିଲେ। ନାବାଳିକାଙ୍କ ଜଣଙ୍କ ଚେତାଶୂନ୍ୟ ହୋଇଯାଇଥିବାରୁ ତାଙ୍କ ସହ କଣ ହୋଇଛି ସେ ବିଷୟରେ…

ପତ୍ନୀଙ୍କୁ ଛୁରି ମାରି ମାଲ୍‌ଗାଡ଼ି ଆଗକୁ…

ରାଉରକେଲା: ଗତକାଲି ରାତିରେ ପତ୍ନୀଙ୍କୁ ଛୁରିରେ ଆକ୍ରମଣ କରିଥିବା ଜଣେ ଟ୍ରେନ୍‌ ଚାଳକ ଆଜି ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଅନ୍ତର୍ଗତ ‘କେ’ କେବିନ୍‌ ଠାରେ ଗୋଟାଏ ମାଲ୍‌ଗାଡ଼ି ସାମ୍ନାକୁ ଡେଇଁ ଗୁରୁତର ଆହତ ହୋଇଛନ୍ତି।ଆହତ ଟ୍ରେନ୍‌ ଚାଳକ ହେଉଛନ୍ତି ଫିରୁ ବଡ଼ାଇକ। ବନ୍ଧମୁଣ୍ଡାସ୍ଥିତ ଡିଜେଲ୍‌…

ଏସ୍‌ସିବିରେ ପହଞ୍ଚିଲେ ମାନବାଧିକାର…

କଟକ: କଟକ ବଡ଼ ମେଡିକାଲର ଡେଷ୍ଟିଚ୍ୟୁଟ୍ ୱାର୍ଡରେ ରୋଗୀଙ୍କୁ ଆଟେଣ୍ଡାଣ୍ଟ ମାଡ଼ମାରିବା ଘଟଣା ତଦନ୍ତ ପାଇଁ ପହଞ୍ଚିଲେ ମାନବାଧିକାର କମିଶନ ସଦସ୍ୟ। ଗତକାଲି ଜଣେ ଅନ୍ତେବାସିନୀଙ୍କୁ ଆଟେଣ୍ଡାଣ୍ଟ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା ସୂଚନା ଅନୁସାରେ କଟକ ବଡ ମେଡିକାଲର ସର୍ଜରୀ ଓ୍ବାର୍ଡରେ ଥିବା…

୪ ଦିନ ଯାଏଁ ଘନ କୁହୁଡ଼ି

ଭୁବନେଶ୍ବର: ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ତେଣୁ ଥଣ୍ଡା କମିବ। ତେବେ କୁହୁଡ଼ି ପରିମାଣ ବଢ଼ିବ। ଆସନ୍ତା ୩ରୁ ୪ ଦିନ ପାଇଁ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ…

ପୁଲିସ୍‌ ଉପସ୍ଥିତିରେ ଗଣ୍ଡଗୋଳ,…

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କାର୍ ପାର୍କିଂକୁ ନେଇ ଗତକାଲି ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ପୁଲିସ୍‌ ଉପସ୍ଥିତିରେ ପରବିନ୍ଦର ପାଲ ସିଂହ ନାମକ ବ୍ୟକ୍ତିଙ୍କୁ ୩ ଜଣ ବ୍ୟକ୍ତି ନିର୍ଧୂମ ଛେଚିଥିଲେ। ପୁଲିସ୍‌ ଉପସ୍ଥିତିରେ ଏପରି ଘଟଣା ଘଟିଥିବା ବେଳେ କର୍ତ୍ତବ୍ୟରେ ଅବହେଳା…