Odisha Link
Bridging the Missing Links in Odisha

ମହାନଦୀ ହାଡିଆ ପଠାକୁ ୫ଟି ସଚିବଙ୍କ ଅଚାନକ ଗସ୍ତ

ଭୁବନେଶ୍ବର: ଆଜି ଭୋର ୫ଟା ସମୟରେ ମେରିଟାଇନ ମିୟୁଜିୟମ୍‌ରେ ବୈଠକ ପରେ ସିସୋର ଓ ହାଡ଼ିଆ ପଠା ବୁଲି ସ୍ଥିତ ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍‌। ହାଡ଼ିଆପଠାରେ ଏସସିବିର ଦ୍ୱିତୀୟ କ୍ୟାମ୍ପସ ହେବାକୁ ପ୍ରସ୍ତାବ ଥିବା ବେଳେ ଏହାର ଅନୁଧ୍ୟାନ କରିଥିଲେ ପାଣ୍ଡିଆନ। ୫ଟି ସଚିବଙ୍କ ସହ ଜଳ ସମ୍ପଦ ବିଭାଗର ଉଚ୍ଚ ଅଧିକାରୀ ଓ ଆର୍‌ଡିସି ମଧ୍ୟ ଉପସ୍ଥିତ ଥିଲେ। ମହାନଦୀ ହାଡିଆ ପଠାରେ କଟକ ଜିଲ୍ଲାପାଳ, ପୋଲିସ୍‌ କମିଶନର ସହ ଡିସିପି ମଧ୍ୟ ଉପସ୍ଥିତ ଥିଲେ।

Comments are closed.