Odisha Link
Bridging the Missing Links in Odisha
Daily Archives

January 27, 2020

ବାର୍ଡ ଫ୍ଲୁ: ଆଜିଠୁ କୁକୁଡା ମରା…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ। ଏଥିପାଇଁ ଆଜିଠୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ। ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଓୟୁଏଟି ଠାରୁ ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଯାଏଁ କୁକୁଡା ମରା ଅଭିଯାନ ଚାଲୁ ରହିବ। ତେବେ କୁକୁଡା ମରା ପାଇଁ ୧୨ଟି ଟିମ ଗଠନ ହୋଇଛି। ୭ଟି ଟିମ କୁକୁଡା…

‘ଏକାମ୍ର ପ୍ୟାକେଜ୍‌’ ଘୋଷଣା କଲେ ରାଜ୍ୟ…

ଭୁବନେଶ୍ବର: ଆଜି 'ଏକାମ୍ର ପ୍ୟାକେଜ' ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ପାରିପାଶ୍ୱିର୍କ ଅଞ୍ଚଳର ୬୫ଏକର ପରିମିତ ଜମିରେ ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଆଜି ଏହି ଘୋଷଣା କରିଛନ୍ତି। ବିସ୍ଥାପିତଙ୍କ ପାଇଁ ଥଇଥାନ ଓ…

ଫେରୁଛନ୍ତି ଦେବୋଲିନା

ମୁମ୍ବାଇ : ବିଗ୍ ବସ ଘରେ ସବୁ ପ୍ରତିଯୋଗୀ ନିଜର ଅବସ୍ଥିତିର ଜାହିର କରିବାରେ ଲାଗିଛନ୍ତି । ପରସ୍ପରକୁ ଟକ୍କର ଦେବାରେ ଲାଗିଛନ୍ତି ପ୍ରତିଯୋଗୀ । ତେବେ , ଆଗକୁ ‘ବିଗ୍‌ ବସ୍‌’ରେ ଫ୍ୟାମିଲି ୱିକ୍‌ ଆସିବାକୁ ଯାଉଛି। ଏଥିରେ ପ୍ରତିଯୋଗୀମାନଙ୍କର ପରିବାର, ସମ୍ପର୍କୀୟ କିମ୍ବା ବନ୍ଧୁମାନେ ଏଣ୍ଟ୍ରି କରିବେ।…

ସିଏଏ ଦଙ୍ଗା ପାଇଁ ୧୨୦ କୋଟି ଖର୍ଚ୍ଚ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିଲ୍‌ ଆଇନ​‌ରେ ପରିଣତ ହେବା ଦିନଠାରୁ ଦେଶବ୍ୟାପୀ ଜାରି ରହିଛି ବିକ୍ଷୋଭ। ଉତ୍ତରପ୍ରଦେଶରେ ସିଏଏକୁ ନେଇ ସୃଷ୍ଟି ହୋଇଥିବା ହିଂସା ପଛରେ ଏକ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି। ଏହି ଦଙ୍ଗା ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫଆଇ) ଦ୍ବାରା ପ୍ରାୟୋଜିତ ବୋଲି…

ପୋଲିସ ଗାଡ଼ିକୁ ଧକ୍କା ଦେଲା କାର,…

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ରାସ୍ତା ଇଚ୍ଛାପୁର ନିକଟରେ ସଡକ ଦୁର୍ଘଟଣା ହୋଇଛି। ରାସ୍ତାରେ ଯାଉଥିବା ପୋଲିସ ଗାଡ଼ିକୁ ଧକ୍କା ଦେଲା କାର। ଦୁର୍ଘଟଣାରେ କୌଣସି ଯାତ୍ରୀ କି କୌଣସି ପୋଲି କର୍ମଚାରୀଙ୍କୁ ଆଘାତ ହୋଇନାହିଁ। ସୂଚନା ଅନୁସାରେ ଭଦ୍ରକ ନାୟକାଣିଡ଼ିହି ଥାନା ଗାଡିଟି କୌଣସି କାରଣ ପାଇଁ…

କୋଲକାତାଠାରେ ସାଧାରଣତନ୍ତ୍ର ଦିବସ ପାଳିତ

କୋଲକାତା : ଓଡ଼ଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତଥା କୋଲକାତାରେ ଥିବା ପ୍ରବାସୀ ଓଡ଼ିଆ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ସଂଗଠନ ଉତ୍କଳୀୟ ମିଳିତ ମଂଚର ଉଦ୍ୟମରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସେଦିନ ପୂର୍ବାହ୍ନରେ ବି.ବି. ଗାଙ୍ଗୁଲି ଷ୍ଟ୍ରୀଟ୍‌ସ୍ଥିତ ଉଦାହନ୍‌ ଶିଶୁ ପାର୍କ…

ଅଷ୍ଟ୍ରେଲିଆରେ ବୁଢିଆଣୀ ଆତଙ୍କ

ସିଡନୀ: ନିଆଁ ପରେ ଅଷ୍ଟ୍ରେଲିଆରେ ଏବେ ବୁଢିଆଣୀଙ୍କ ଆତଙ୍କ। ଅଷ୍ଟ୍ରେଲିଆରେ ଫନେଲ ୱେବ ସ୍ପାଇଡର ନାମକ ବୁଢିଆଣୀ ଏବେ ନେଉଛି ଜୀବନ। ଏହି ବୁଢିଆଣୀ କାମୁଡିଲେ ମାତ୍ର ୧୫ ମିନିଟ ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ। ଏମାନଙ୍କ ଡଙ୍କ ଏତେ ବିଷାକ୍ତ ହୋଇଥାଏ ଯେ, ଯେଉଁ ସ୍ଥାନକୁ କାମୁଡନ୍ତି ସେ ସ୍ଥାନ ଲାଲ ରଙ୍ଗ…

ଛୁରାମାଡ଼ କରି ଲୁଟି ନେଲେ ଲକ୍ଷାଧିକ…

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ନହାଗୁଣା ଗାଁ ନିକଟରେ ଭାରତ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଛୁରୀରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗୁରୁତର କର୍ମଚାରୀ ନିଶାକର ମଲ୍ଲିକଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଫାଇନାନ୍ସ କର୍ମଚାରୀ ନିଶାକର ଆଜି…

ଏୟାର ଇଣ୍ଡିଆ ବିକ୍ରି ପାଇଁ ନିଲାମ ନୋଟିସ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରି ଦେବା ପାଇଁ ନିଲାମ ନୋଟିସ ଜାରି କରିଛନ୍ତି ସରକାର। ଋଣ ଭାରରେ ବୁଡି ରହିଥିବା ସରକାରୀ ଏୟାର ଇଣ୍ଡିଆ କମ୍ପାନୀକୁ ସମ୍ପୂର୍ଣ୍ଣ ବିକ୍ରି କରି ଦେବା ପାଇଁ ସରକାର ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ନିଲାମ ସମ୍ପର୍କିତ ନୋଟିସ ଜାରି କରିଛନ୍ତି। ଏହି…

ଓଲଟି ପଡ଼ିଲା ଯାତ୍ରୀବାହୀ ବସ

ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ମାଣତ୍ରୀରୁ ବାରିପଦା ଯାଉଥିବା ଯାତ୍ରୀବାହୀ ବସ ମହାଭାରତ ଆରପଟ୍ଟା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଛି। ଘଟଣାସ୍ଥଳରେ ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।