Odisha Link
Bridging the Missing Links in Odisha

ବିଭାଗୀୟ ସ୍ଥାୟୀ କମିଟି-୧ଙ୍କ ସପ୍ତମ ବୈଠକ

ଭୁବନେଶ୍ବର: ଆଜି ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି -୧ଙ୍କର ସପ୍ତମ ବୈଠକ ବିଧାୟକ ରୋହିତ ପୂଜାରୀଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ବିଧାନସଭାରେ ୧୨/୭/୨୦୧୯ରେ ଉପସ୍ଥାପିତ ହୋଇଥିବା ଗୃହ ଓ ଆଇନ ବିଭାଗ ସଂପର୍କିତ କମିଟିର ୨୦୧୯-୨୦ ବର୍ଷ ପାଇଁ ପ୍ରଥମ ରିେ ପାର୍ଟରେ ଥିବା ଟିଚ୍ଚଣୀ/ସୁପାରିଶ ଉପରେ ଆଲୋଚନା ହୋଇଥିଲା।

ଏହି ବୈଠକରେ କମିଟିର ସଭ୍ୟ/ସଭ୍ୟା, ବୈଠକରେ ଗୃହ ଏବଂ ଆଇନ ବିଭାଗର ପଦାଧିକାରୀଙ୍କ ସମେତ ବିଧାନନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.