Odisha Link
Bridging the Missing Links in Odisha

ବଜେଟ ଅତି ନୈରାଶ୍ୟଜନକ: ପିନାକୀ ମିଶ୍ର

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‍କୁ ଅତି ନୈରାଶ୍ୟଜନକ ବଜେଟ ଭାବେ ବିବେଚନା କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର।

ସେ କହିଛନ୍ତି ଯେ, ଏହା ସବୁଠାରୁ ଲମ୍ବା ଅଭିଭାଷଣ ଥିଲା ହେଲେ କିଛି ନୁତନତ୍ତ୍ବ ନଥିଲା। ଏଥିରେ ରାଜ୍ୟ ମାନଙ୍କ ପାଇଁ କିଛି ବିଶେଷ ଘୋଷଣା କରି ନାହାନ୍ତି ଅର୍ଥମନ୍ତ୍ରୀ।

Comments are closed.