Odisha Link
Bridging the Missing Links in Odisha

ରାଜ୍ୟରେ ରହିବନି କଚ୍ଚା ଘର

ଭୁବନେଶ୍ୱର: ଏଣିକି ଆଉ ରାଜ୍ୟରେ କଚ୍ଚା ଘର ରହିବ ନାହିଁ। ସମସ୍ତଙ୍କୁ ପକ୍କା ଘର ମିଳିବ। ଏକଥା କହିଛନ୍ତି ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା। ତାଙ୍କ ସୂଚନା ଅନୁଯାୟୀ ଆଗାମୀ ୩ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

Comments are closed.