Odisha Link
Bridging the Missing Links in Odisha

୪ ଲକ୍ଷ ୭୬ ହଜାରର ନକଲି ନୋଟ୍‌ ଜବତ

ଯାଜପୁର: ଯାଜପୁର ରୋଡ୍‌ ଅଞ୍ଚଳରୁ ୪. ୭୬ ଲକ୍ଷର ନକଲି ନୋଟ୍‌ ଜବତ ହୋଇଛି। ଏନେଇ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଯାଜପୁର ଏସପି ପ୍ରେସମିଟ୍‌ କରିଛନ୍ତି। ଏସପିଙ୍କ ସୂଚନା ଅନୁସାରେ ଦୀର୍ଘଦିନ ଧରି ନକଲି ନୋଟ୍‌ କାରବାର ଚାଲୁଥିଲା। ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ନାକଲି ନୋଟ୍‌ ପ୍ରିଣ୍ଟର , ବାଇକ୍‌ ଓ ମୋବାଇଲ୍‌ ଜବତ କରାଯାଇଛି।

Comments are closed.