Odisha Link
Bridging the Missing Links in Odisha
Daily Archives

February 12, 2020

ହାଫିଜ ସୟିଦକୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ

ଲାହୋର : ମୁମ୍ବଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଜମାତ-ଉଦ-ଦାୱା(ଜେୟୁଡି) ପ୍ରମୁଖ ହାଫିଜ୍ ସୟିଦକୁ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ(ଏଟିସି) ବୁଧବାର ୫ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ମଙ୍ଗଳବାର ୨୬/୧୧ ମୁମ୍ବାଇ ଆକ୍ରମଣର ଏହି…

୧୪ରୁ ବିଧାନସଭାର ବଜେଟ୍ ଅଧିବେଶନ ; କାଲି…

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ। ସବୁ ଦଳର ବିଧାୟକଙ୍କୁ ଯୋଗଦେବାକୁ କହିଲେ ବାଚସ୍ପତି। କାରଣଆସନ୍ତା ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବ। ତେଣୁ ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା ହେବ। ତେଣୁ ସବୁ ଦଳର ବିଧାୟକମାନଙ୍କୁ ସର୍ବଦଳୀୟ…

୪ ଲକ୍ଷ ୭୬ ହଜାରର ନକଲି ନୋଟ୍‌ ଜବତ

ଯାଜପୁର: ଯାଜପୁର ରୋଡ୍‌ ଅଞ୍ଚଳରୁ ୪. ୭୬ ଲକ୍ଷର ନକଲି ନୋଟ୍‌ ଜବତ ହୋଇଛି। ଏନେଇ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଯାଜପୁର ଏସପି ପ୍ରେସମିଟ୍‌ କରିଛନ୍ତି। ଏସପିଙ୍କ ସୂଚନା ଅନୁସାରେ ଦୀର୍ଘଦିନ ଧରି ନକଲି ନୋଟ୍‌ କାରବାର ଚାଲୁଥିଲା। ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ନାକଲି ନୋଟ୍‌ ପ୍ରିଣ୍ଟର ,…

ବିଦ୍ୟୁତ୍‌ ଆଘାତରେ ଜେଜେମା, ନାତି ମୃତ

ଭଞ୍ଜନଗର: ବେଲଗୁଣ୍ଡା ଫାଣ୍ଡି କୋକଲୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଥ୍‌ରୁମ୍‌ରେ କରେଣ୍ଟ ଲାଗି ଟଳିପଡ଼ିଲେ ଜେଜେମା ଓ ନାତି। ବଦ୍ୟୁତ୍‌ ଆଘାତରେ ୭୨ ବର୍ଷୀୟ ଜେଜେମା, ୨୦ ବର୍ଷୀୟ ନାତିର ମୃତ୍ୟୁ ହୋଇଛି। ବାଥ୍‌ରୁମ୍‌ରେ ସର୍ଟ ସର୍କିଟ୍ରୁ ବିଦ୍ୟୁତ୍‌ ଆଘାତ ଲାଗିଥିବା ସୂଚନା ମିଳିଛି।…

ଚୋରା କୋଇଲା ଗାଡ଼ି ଜବତ

ଚାନ୍ଦବାଲି: ରେଳପଥରୁ କୋଇଲା ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ। ଚାନ୍ଦବାଲି ବନବିଭାଗ ପକ୍ଷରୁ ପୋଟ୍ରୋଲିଂ ସମୟରେ କୋଇଲା ଜବତ। ପିକ୍‌ ଅପ୍‌ ଭ୍ୟାନ୍ ସହ କୋଇଲା ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଥିବାର ସୂଚନା ମିଳିଛି। ଘଟଣା ସମ୍ପର୍କରେ ଡିଏଫଓ ଜିଲ୍ଲା ପୋଲିସ ଆରକ୍ଷୀଙ୍କୁ ଜଣାଇବା ପରେ ଜବତ…

ନିର୍ଭୟା ମାମଲା: କାଲିକୁ ଘୁଞ୍ଚିଲା…

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଡେ‌ଥ୍‌ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଇଲେ କୋର୍ଟ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ କାଲିକୁ ଡେ‌ଥ୍‌ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଇଛନ୍ତି। ଦୋଷୀ ବିନୟଙ୍କ ଓକିଲ କାଲି ତଥ୍ୟ ରଖିଲେ ହେବ ଶୁଣାଣି। ନୂଆ ଡେ‌ଥ୍‌ ଓ୍ବାରେଣ୍ଟ ଜାରି ଆବେଦନ ଉପରେ ଚାଲିଥିଲା ଶୁଣାଣି।…

ବନ୍ଦ ଘରୁ ୫ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ବନ୍ଦ ଘରୁ ଉଦ୍ଧାର ହେଲା ୫ ମୃତଦେହ। ନୂଆଦିଲ୍ଲୀ ଭଜନପୁରା ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା। ଏକ ଘର ଭିତରୁ ପୋଲିସ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀ ଭଜନପୁର…

ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ

କଟକ: ଗ୍ୟାସ୍‌ ଟାଙ୍କି ଫାଟି ଛାତ୍ରୀ ନିବାସରେ ଲାଗିଲା ନିଆଁ ସୂଚନା ମିଳିଛି। କଟକ କଲେଜ ଛକ ମୁରାଦ୍‌ଖାଁପାଟଣାରେ ଥିବା ଘରୋଇ ମେସ୍‌ରେ ନିଆଁ ଲାଗିଥିବା ଜଣାପଡିଛି। ଖରବ ପାଇ ଅଗ୍ନିଶମ ବାହିନୀର ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। କ୍ଷୟକ୍ଷତି ସୂଚନା ମିଳିପାରି ନାହିଁ।

ବିଦ୍ୟୁତ୍ ତାର ଆଘାତରେ ଠିକା କର୍ମଚାରୀ…

ଭଦ୍ରକ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଠିକା କର୍ମଚାରୀ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ। ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଖୁଣ୍ଟରୁ ତଳକୁ ଖସି ପଡ଼ିଥିଲେ ଠିକା କର୍ମଚାରୀ ଜଣକ।…

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ଭାରତ-ଆମେରିକାର…

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ । ଟ୍ରମ୍ପ୍‌ଙ୍କ ଏହି ଭାରତ ଗସ୍ତ ଭାରତ-ଆମେରିକାର ବନ୍ଧୁତାକୁ ସୁଦୃଢ଼ କରିବ ଏବଂ ଭାରତ ଟ୍ରମ୍ପ୍‌ଙ୍କୁ ଏକ ସ୍ମରଣୀୟ ସ୍ୱାଗତ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…