Odisha Link
Bridging the Missing Links in Odisha
Daily Archives

February 12, 2020

ନିଜକୁ ଜାଲିଲେ ବିଜେଡି ନେତ୍ରୀ

ବ୍ରହ୍ମପୁର: ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି ବିଜେଡି ନେତ୍ରୀ। ସମ୍ପୃକ୍ତ ବିଜେଡି ନେତ୍ରୀ ଜଣକ ହେଉଛନ୍ତି ମିନାକ୍ଷୀ ମିଶ୍ର। ବ୍ରହ୍ମପୁର ଏସପି ଅଫିସ ସମ୍ମୁଖରେ ଶ୍ରୀମତୀ ମିଶ୍ର ଏଭଳି କାଣ୍ଡ ଭିଆଇଛନ୍ତି। ସୂଚନାଯୋଗ୍ୟ ଯେ, କୌଣସି କାରଣ ନେଇ ଶ୍ରୀମତୀ ମିଶ୍ରଙ୍କ ପୁଅକୁ ପୁଲିସ ଗିରଫ କରିଥିଲା । ଏନେଇ…

ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ବଢିଲା ଗ୍ୟାସ୍‌ ଦର। ଇନ୍ଧନ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୪୭ ଟଙ୍କା ବଢିଲା। ଅଣ ସବସିଡି ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୪୭ ଟଙ୍କା ବୃଦ୍ଧି ଘଟିଛି। ଗତ କିଛି ମାସ ମଧ୍ୟରେ ଗ୍ୟାସ ଦର ୬ ଥର ବୃଦ୍ଧି ହେଲାଣି। ପୂର୍ବରୁ ଜାନୁଆରୀ ପହିଲାରେ ଗ୍ୟାସ ଦର ୧୯ ଟଙ୍କା ବଢିଥିଲା। ଇଣ୍ଡିଆ ଅଏଲ…

ଜ୍ବରକୁ କରୋନା ଭାବି ଆତ୍ମହତ୍ୟା କଲେ…

ହାଇଦ୍ରାବାଦ୍‌: କରୋନା ଭାଇରସ ସାରା ବିଶ୍ୱରେ ନିଜ କାୟା ବିସ୍ତାର କରିବା ସହ ଅଣାୟତ୍ତ କଲାଣି। ଏବେ ସାମାନ୍ୟ ଥଣ୍ଡା ହେଲେ ଲୋକେ ଡରି ଯାଉଛନ୍ତି। ଗତକାଲି ଆନ୍ଧ୍ର ପ୍ରଦେଶର ଜଣେ ବ୍ୟକ୍ତି ଜ୍ବରକୁ କରୋନା ଭାବି ଭୟରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାମ କୃଷ୍ଣାହଦ। କୃଷ୍ଣାଙ୍କୁ ଭାଇରାଲ…

ସୁରଙ୍କ ସମୂହ ଆତ୍ମାହୁତି ଧମକ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁର ରାଉତରାୟ ସମୂହ ଆତ୍ମାହୁତି ଚେତାବନୀ ଦେଇଛନ୍ତି। ଜଟଣୀରେ ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ ଅଭିଯୋଗ ପ୍ରସଙ୍ଗରେ ଶ୍ରୀ ରାଉତରାୟ ଏଭଳି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଏନେଇ ବାରମ୍ବାର ଦାବି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା…

ସାଇକେଲରେ ବଜାର ବୁଲିଲେ ଜିଲ୍ଲାପାଳ

ବ୍ରହ୍ମପୁର: ସାଇକେଲରେ ବଜାର ବୁଲିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ସାଇକେଲରେ ଛତ୍ରପୁର ବୁଲି ସେଠାକାର ସ୍ଥିତି ପରଖିବା ସହ ଲୋକଙ୍କ ଭଲମନ୍ଦ ବୁଝିଛନ୍ତି ଜିଲ୍ଲାପାଳ। ଜିଲାପାଳ ବଜାର ବୁଲିବା ସହ ପଲିଥିନ ବ୍ୟବହାର କରୁଥିବା ଓ ରାସ୍ତା ଉପରେ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କୁ ତାଗିଦ…

ଆହାତ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଜଣେ ମାଓବାଦୀକୁ ହତ୍ୟା ଓ ଆଉ ଜଣଙ୍କୁ ଆହତ ଘଟଣାରେ ନୂଆ ମୋଡ଼ ନେଇଛି। ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ଧରାପଡ଼ିଥିବା ମାଓବାଦୀ ଜିପ୍ର ଜହିକା। ଏସିଏମ କ୍ୟାଡର ଥିବା ମାଓବାଦୀ ମାଲକାନଗିରି ଏସପିଙ୍କ ପାଖରେ ଆତ୍ମସମର୍ପଣ କରିଛି। ଗାଁ ଲୋକଙ୍କ ଦ୍ବାରା ମାଡ଼ ଖାଇ ଗତ…

ପାଠ ପାଇଁ ପିଠିରେ ଗଧ ଲେଖି ଘରୁ ତଡିଦେଲେ…

କେନ୍ଦୁଝର: ପାଠ ପାଇଁ ଅକଥନୀୟ ଅତ୍ୟାଚାର। ୮ ବର୍ଷର ଶିଶୁକୁ ଅମାନୁଷିକଭାବେ ବାଡେଇ, ପିଠିରେ ଗଧ ଲେଖି ଉଲଗ୍ନ କରି ଘରୁ ବାହାର କରିଦେଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ। ସୂଚନାଯୋଗ୍ୟ ଯେ, ସ୍ବାମୀ ଅଶ୍ବିନୀ ବିହାରରେ ୟୁନିଅନ ବ୍ୟାଙ୍କ୍ ଅଫ୍…

ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ ରୁମ…

ଭୁବନେଶ୍ୱର: ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେବ। ଏନେଇ ମୋଟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଉକ୍ତ ଟୁଲ ରୁମ ଟ୍ରେନିଂ ସେଣ୍ଟର ପାଇଁ କେନ୍ଦ୍ର ସରକାର ଅନୁଦାନ…

ଐତିହ୍ୟ ସୁରକ୍ଷା ନେଇ ମକ୍‌ ଡ୍ରିଲ

ପୁରୀ: ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନେଇ ରାମଚଣ୍ଡୀରେ ମକ୍‌ ଡ୍ରିଲ୍‌ ଆରମ୍ଭ ହେଉଛି। ବିମଷ୍ଟେକର ୫ଟି ରାଷ୍ଟ୍ର ପକ୍ଷରୁ ରାମଚଣ୍ଡି ବିଚରେ ମକ୍‌ ଡ୍ରିଲ୍‌ କରାଯାଉଛି। ଭାରତ ସହ ବାଂଲାଦେଶ, ଶ୍ରୀଲଙ୍କା, ମିଆଁମାର, ନେପାଳ ସାମିଲ୍‌ ହୋଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଐତିହ୍ୟର ସୁରକ୍ଷା…

ନୀବନଙ୍କୁ ଭେଟିଲେ ପ୍ରତାପ

ଭୁବନେଶ୍ବର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ପବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ବିଭିନ୍ନ ପ୍ରସଙ୍ଗରେ ୨ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି।