Odisha Link
Bridging the Missing Links in Odisha

ବିଦ୍ୟୁତ୍‌ ଆଘାତରେ ଜେଜେମା, ନାତି ମୃତ

ଭଞ୍ଜନଗର: ବେଲଗୁଣ୍ଡା ଫାଣ୍ଡି କୋକଲୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଥ୍‌ରୁମ୍‌ରେ କରେଣ୍ଟ ଲାଗି ଟଳିପଡ଼ିଲେ ଜେଜେମା ଓ ନାତି। ବଦ୍ୟୁତ୍‌ ଆଘାତରେ ୭୨ ବର୍ଷୀୟ ଜେଜେମା, ୨୦ ବର୍ଷୀୟ ନାତିର ମୃତ୍ୟୁ ହୋଇଛି। ବାଥ୍‌ରୁମ୍‌ରେ ସର୍ଟ ସର୍କିଟ୍ରୁ ବିଦ୍ୟୁତ୍‌ ଆଘାତ ଲାଗିଥିବା ସୂଚନା ମିଳିଛି। ଜେଜେମାଆଙ୍କୁ ବଞ୍ଚାଇବାକୁ ଯାଇ ନାତିର ମୃତ୍ୟୁ ହୋଇଛି।

Comments are closed.