Odisha Link
Bridging the Missing Links in Odisha

ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ

କଟକ: ଗ୍ୟାସ୍‌ ଟାଙ୍କି ଫାଟି ଛାତ୍ରୀ ନିବାସରେ ଲାଗିଲା ନିଆଁ ସୂଚନା ମିଳିଛି। କଟକ କଲେଜ ଛକ ମୁରାଦ୍‌ଖାଁପାଟଣାରେ ଥିବା ଘରୋଇ ମେସ୍‌ରେ ନିଆଁ ଲାଗିଥିବା ଜଣାପଡିଛି। ଖରବ ପାଇ ଅଗ୍ନିଶମ ବାହିନୀର ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। କ୍ଷୟକ୍ଷତି ସୂଚନା ମିଳିପାରି ନାହିଁ।

Comments are closed.