Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଦୋଷୀ ବିନୟର ପିଟିସନ୍ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ନିର୍ଭୟା ମାମଲାର ଅଭିଯୁକ୍ତ ଦୋଷୀ ବିନୟ ଶର୍ମାର ପିଟିସନ୍‌ ଖାରିଜ କରି ଦେଇଛନ୍ତି। ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ଦୋଷୀ ବିନୟ। ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ, ଦୋଷୀ ବିନୟର ମାନସିକ ଅବସ୍ଥା ଠିକ୍‌ ଅଛି। ମେଡିକାଲ ରିପୋର୍ଟରେ ବିନୟ ସୁସ୍ଥ ଥିବା କହିଲେ ସୁପ୍ରିମକୋର୍ଟ। ଏହାପରେ ବିନୟର ପିଟିସନ୍‌ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

Comments are closed.