Odisha Link
Bridging the Missing Links in Odisha
Daily Archives

February 14, 2020

ଅନୁପଙ୍କ ଜାମିନ ଖାରଜ

ରାୟଗଡ଼: ଘାରଜ ହେଲା ଅନୁପ ସାଏଙ୍କ ଜାମିନ ଆବେଦନ। ରାୟଗଡ଼ କୋର୍ଟ ଅଭିଯୁକ୍ତ ଅନୁପ ସାଏଙ୍କ ଜାମିନ ଆବେଦନ ଖାରଜ କଲେ। ଜାମିନ ଖାରଜ ପରେ ଜେଲ ଯିବେ ଅନୁପ ସାଏ। ଡବଲ ମର୍ଡର ମାମଲାରେ ଗିରଫ ହୋଇଛନ୍ତି ଅନୁପ ସାଏ। ବ୍ରଜରାଜନଗରର ମା ଓ ଝିଅ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଅନୁପ।

ନିର୍ଭୟା ମାମଲା: ଶୁଣାଣି ବେଳେ ଅଚେତ…

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଅଘଟଣ। ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଚାଲିଥିବା ବେଳେ ଜଷ୍ଟିସ ଆର ଭାନୁମତି ହଠାତ୍‌ ଅଚେତ ହୋଇଯାଇଥିଲେ। ଏହି ସମୟରେ କୋର୍ଟ ରୁମରେ ଜଷ୍ଟିସ୍‌ ଭାନୁମତିଙ୍କ ସହ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ୍‌…

ଶପଥ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କୁ…

ନୂଆଦିଲ୍ଲୀ: ଲାଗତାର ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ। ତୃତୀୟ ଥର ପାଇଁ ଆସନ୍ତା ୧୬ ତାରିଖରେ ସରକାର ଗଠନ କରିବ ଆମ୍‌ ଆଦମୀ ପାର୍ଟି। ୧୬ ତାରିଖରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ରାମଲୀଲା ମଇଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।…

ଅଭ୍ୟାସ ମ୍ୟାଚ୍‌: ଚମକିଲେ ବିହାରୀ ଓ…

ହାମିଲଟନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ଟେ‌ଷ୍ଟ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଏକାଦଶ ସହ ଅଭ୍ୟାସ ମ୍ୟାଚ୍‌ ଖେଳିଛି ଟିମ୍‌ ଇଣ୍ଡିଆ। ହେଲେ ଅଭ୍ୟାସ ମ୍ୟାଚରେ ଫେଲ ମାରିଲେ ଟିମ୍‌ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍। ଭାରତର ତିନି ଯୁବ ଖେଳାଳି ମୟଙ୍କ ଅଗ୍ରୱାଲ୍ (୧), ପୃଥ୍ୱୀ ଶ’ (୦) ଓ ଶୁବମାନ୍ ଗିଲ୍ (୦)…

ଶାହୀନ ବାଗରୁ ମୋଦିଙ୍କୁ ଭାଲେଣ୍ଟାଇନ୍ସ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଶାହୀନ ବାଗରେ ଦୀର୍ଘ ୨ ମାସ ଧରି ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ମାନେ ଆଜି ମୋଦିଙ୍କୁ ଶାହୀନ ବାଗକୁ ନିମନ୍ତ୍ରଣ କରିଛନ୍ତି। ଭାଲେଣ୍ଟାଇନ୍ସ ଡେ’ ହୋଇଥିବାରୁ ମୋଦି ଶାହୀନ ବାଗ ଆନ୍ଦୋଳନକାରୀଙ୍କ ପାଖକୁ ଆସି ଏହାକୁ ପାଳନ କରନ୍ତୁ ବୋଲି ସେମାନେ…

ଅନୁପଙ୍କୁ ଫାଶି ହେଉ : କଳ୍ପନାଙ୍କ…

ଭୁବନେଶ୍ବର: ମୁହଁ ଖୋଲିଲେ ମୃତ କଳ୍ପନା ଦାସଙ୍କ ସ୍ବାମୀ। କଳ୍ପନାଙ୍କ ସହ ଡିଭୋର୍ସ ହୋଇଥିବା ସୁନୀଲ ଶ୍ରୀବାସ୍ତବଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। କଳ୍ପନା ଜଣେ ଉଚ୍ଛାଭିଳାଷୀ ମହିଳା ଥିଲେ। ବଡ଼ ସ୍ବପ୍ନ ଦେଖିଥିଲେ। ଏନେଇ କଳ୍ପନାଙ୍କ ସ୍ବାମୀ କହିଛନ୍ତି ଯେ, ଆମେ ପ୍ରେମ ବିବାହ କରିଥିଲୁ। ବାହାଘର ପରେ…

୭୩ ବର୍ଷିୟ ଭିକାରୀ ମନ୍ଦିରକୁ ଦାନ କଲେ…

ବିଜୟଓ୍ବାଡ଼ା: ମନ୍ଦିରକୁ ୮ଲକ୍ଷ ଦାନ କରି ଚର୍ଚ୍ଚାରେ ଭିକାରୀ। ଏଭଳି ଖବର ଆସିଛି ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଅଞ୍ଚଳରୁ। ବିଜୟଓ୍ବାଡାର ଏକ ସାଇ ମନ୍ଦିର ପ୍ରବେଶ ଦ୍ବାରରେ ଭିକ୍ଷା ମାଗୁଥିଲେ ୭୩ ବର୍ଷିୟ ଭିକାରୀ ୟାଦି ରେଡ୍ଡି। ସେ ସାଇ ମନ୍ଦିରକୁ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ୮ଲକ୍ଷ ଟଙ୍କା…

ବଲାଙ୍ଗିରରେ କିସ୍ ଶାଖା, କାଲି ଉଦଘାଟନ

ବଲାଙ୍ଗିର: ଆସନ୍ତା କାଲି ଉଦ୍‌ଘାଟିତ ହେବ ବଲାଙ୍ଗିରରେ କିସ୍‌ର ଦ୍ବିତୀୟ ଶାଖା। ପୃଥିବୀର ପ୍ରଥମ ସମ୍ପୂର୍ଣ୍ଣ ଆବାସିକ ଏବଂ ସମ୍ପୂର୍ଣ୍ଣ ନିଶୁଳ୍କ କିସ୍ ଆଦିବାସୀ ବିଶ୍ୱ ବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଏଲ ସାଇନ୍ସ (କିସ) ବଲାଙ୍ଗିର ଶାଖା ଗତକାଲି ଉଦ୍‌ଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ…

ଏକାଠି ନଜର ଆସି ପାରନ୍ତି ସଲମାନ ଓ ଲରିସା…

ମୁମ୍ବାଇ : ବଲିଉଡର କିଙ୍ଗ ଖାଁ ସଲମାନ ଖାଁଙ୍କ ସହିତ ଏଅନେକ ଅଭିନେତ୍ରୀ ସିନେମା କରିବା ପାଇଁ ଚାହିଁ ରହିଥାନ୍ତି । ସଲମାନଙ୍କ ଏକ ଫଟୋ ସୋସିଆସ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିିଛି । ଏହି ଫଟୋଟିକୁ ଦକ୍ଷିଣୀ ଅଭିନେତ୍ରୀ ଲରିସା ବୋନେସି ସେଆର କରିଛନ୍ତି । ଏବଂ ଫଟୋର କ୍ୟାପ୍‌ସନ୍‌ରେ ସେ…

ଟଙ୍କା ଫେରାଇବାକୁ ରାଜି ହେଲେ ବିଜୟ…

ଲଣ୍ଡନ: ପଳାତକ ବିଜୟ ମାଲ୍ୟା ପୁଣିଥରେ ଚର୍ଚ୍ଚାରେ। ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟି ଅଧିକ ଟଙ୍କା ଋଣ ନେଇ ପଳେଇଥିବା ବିଜୟ ମାଲ୍ୟା ୧୦୦% ଟଙ୍କା ଫେରେଇବାକୁ ରାଜି ହୋଇଛନ୍ତି। ହେଲେ ଭାରତ ଆସିବେନି ବୋଲି କହିଛନ୍ତି ବିଜୟ ମାଲ୍ୟା। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା । ବିଜୟ ମାଲ୍ୟା କହିଛନ୍ତି ଯେ,…