Odisha Link
Bridging the Missing Links in Odisha

ଅନୁପଙ୍କ ଜାମିନ ଖାରଜ

ରାୟଗଡ଼: ଘାରଜ ହେଲା ଅନୁପ ସାଏଙ୍କ ଜାମିନ ଆବେଦନ। ରାୟଗଡ଼ କୋର୍ଟ ଅଭିଯୁକ୍ତ ଅନୁପ ସାଏଙ୍କ ଜାମିନ ଆବେଦନ ଖାରଜ କଲେ। ଜାମିନ ଖାରଜ ପରେ ଜେଲ ଯିବେ ଅନୁପ ସାଏ। ଡବଲ ମର୍ଡର ମାମଲାରେ ଗିରଫ ହୋଇଛନ୍ତି ଅନୁପ ସାଏ। ବ୍ରଜରାଜନଗରର ମା ଓ ଝିଅ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଅନୁପ।

Comments are closed.