Odisha Link
Bridging the Missing Links in Odisha

ଇଞ୍ଜିନୟରିଂ ଶିକ୍ଷା ତଳକୁ ତଳକୁ !

ଭୁବନେଶ୍ୱର: ରାଜ୍ୟରେ ଇଞ୍ଜିନିୟରିଂ କଲେଜରେ ପଢିବା ଚାହିଦା କମିବାରେ ଲାଗିଛି। ରାଜ୍ୟରେ ପ୍ରାୟ ୬୦ ପ୍ରତିଶତରୁ ଅଧିକ ଇଞ୍ଜିନିୟରିଂ ସିଟ ଫାଙ୍କା ପଡ଼ିଛି। ରାଜ୍ୟରେ ଏବେ ମୋଟ ୯୩ଟି ଇଞ୍ଜିନୟରିଂ କଲେଜ ରହିଛି। ୯୩ଟି ଇଞ୍ଜିନିୟରିଂ କଲେଜରେ ମୋଟ ୩୧, ୧୭୪ଟି ସିଟ ରହିଛି। ୨୦୧୯-୨୦ ଶିକ୍ଷାବର୍ଷରେ ୧୧, ୭୪୫ସିଟରେ ନାମ ଲେଖାଯାଇଛି। ବାକି ୧୯,୪୨୯ଟି ସିଟ ଫାଙ୍କା ପଡ଼ିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏପରିକି ୩ଟି ଇଞ୍ଜିନୟରିଂ କଲେଜ ବନ୍ଦ କରିବାକୁ ଆବେଦନ କରିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି।

Comments are closed.