Odisha Link
Bridging the Missing Links in Odisha
Daily Archives

February 15, 2020

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ…

ଭୁବନେଶ୍ୱର : ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କର୍ତ୍ତବ୍ୟରତ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ ମରା ଘଟଣାରେ ଆଜି ନର୍ସମାନେ ଏହି ଘଟଣାର ପ୍ରତିବାଦ ସ୍ୱରୂପ ଧାରଣାରେ ବସି ରହିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ହସ୍ତକ୍ଷେପ ପରେ ବଲାଙ୍ଗୀର…

ସ୍କୁଲ ବସ୍‌ରେ ନିଆଁ, ୪ ଛାତ୍ର ମୃତ

ପଞ୍ଜାବ: ପଞ୍ଜାବର ସାଙ୍ଗୁରର ଏକ ସ୍କୁଲ ବସ୍‌ରେ ନିଆଁ ଲାଗି ୪ ଜଣ ଛାତ୍ର ଜୀବନ୍ତ ଜଳିଯାଇଛନ୍ତି। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସାଙ୍ଗୁରର ଲୋଙ୍ଗୋୱାଲ ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍କୁଲ ବସ୍‌ରେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…

ଓଲଟିଲା ବସ୍‌ : ୨ ମୃତ

ନବରଙ୍ଗପୁର: ପାପଡାହାଣ୍ଡି ମୃଗ ବିହାର ନିକଟରେ ଓଲଟିଲା ବସ୍। ଜୟପୁର ଚନ୍ଦାହାଣ୍ଡିକୁ ଯାଉଥିବା 'ଜେକେ' ବସ୍‌ ଓଲଟିଲା ଗାଡି ସାମ୍ନାକୁ ଗୋଟିଏ ଗାଇ ପଶି ଆସିବାରୁ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡିଛି। ବସ୍‌ ତଳେ ୨ ଜଣ ବ୍ୟକ୍ତି ଚାପି ହୋଇ ରହିଛନ୍ତି। ବସ୍‌ରେ ଥିବା ପ୍ରାୟ ୧୫ ଯାତ୍ରୀ ଆହତ ହୋଇଛନ୍ତି।…

ସଡ଼କ ଦୁର୍ଘଟଣାରେ ପୋଖରୀକୁ ଖସି ପଡ଼ିଲା…

ଭଦ୍ରକ : ଆଜି ସକାଳେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଛକ ନିକଟରେ ଏକ ସଡକ ଦୁର୍ଘଟଣା ହୋଇଛି । ଗୋଟିଏ ବସ୍ ଦୁଇଟି କାର୍‌କୁ ସାଇଡ୍ ମାରିବାରୁ କାର୍ ଦୁଇଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ଦୁଇ ଜଣ କାର୍ ଡ୍ରାଇଭର ଆହତ ହୋଇଛନ୍ତି…

ଆନ୍ଦୋଳନରୁ ଓହରିଲେ ନର୍ସ

ବଲାଙ୍ଗୀର: ଆନ୍ଦୋଳନରୁ ଓହରିଲେ ନର୍ସ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ନର୍ସ। ୭ ଦିନ ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି ନର୍ସ। ରୋଗୀଙ୍କ ସମ୍ପର୍କୀୟ…

ଅପ୍ରେଲ୍‌ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ…

ଭୁବନେଶ୍ୱର : ଅପ୍ରେଲ୍‌ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀ ପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ । ୧୦ଟି ଜିଲ୍ଲା ଯଥା- କଟକ, ମୟୂରଭଞ୍ଜ, କେନ୍ଦ୍ରା ପଡା, ଜଗତସିଂହ ପୁର, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଜିଲ୍ଲାର ଇଛୁକ…

ଫାଶୀ ପାଇଁ ସୁପ୍ରିମ କୋର୍ଟଙ୍କ ନୂଆ…

ନୂଆଦିଲ୍ଲୀ : ମୃତ୍ୟୁ ଦଣ୍ଡାଦେଶ ପ୍ରକ୍ରିୟାରେ ହେଉଥିବା ବିଳମ୍ବକୁ ନଜରରେ ରଖି ସୁପ୍ରିମ କୋର୍ଟ ମୃତ୍ୟୁଦଣ୍ଡ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଗତକାଲି କୋର୍ଟ ଏଭଳି ମାମଲା ଗୁଡିକର ଶୁଣାଣି ପାଇଁ ୬ମାସର ସମୟ ସୀମା ନିର୍ଦ୍ଧାରିତ କରିଛନ୍ତି। ଅର୍ଥାତ୍ ଯେଉଁ ଦିନ ହାଇକୋର୍ଟ ମୃତ୍ୟୁଦଣ୍ଡ ମାମଲାର…

ଓଡିଶା ସରକାର ପଛୁଆବର୍ଗଙ୍କୁ କେବେ ଦେବେ…

ଭୁବନେଶ୍ୱର : ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆ ବର୍ଗକୁ ସରକାରୀ ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖା ଏବଂ ପଞ୍ଚାୟତ ଓ ମୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି । କେନ୍ଦ୍ରସରକାରଙ୍କ ସମେତ ଦେଶର ଅନେକ ରାଜ୍ୟରେ ଏହି ସଂରକ୍ଷଣ…

ଏନ୍.ଏଚ୍‌ ଉପରେ ଛିଡିଲା ୧୩୨ କେ.ଭି ତାର

ଝାରସୁଗୁଡା: ପୁଣି ଛିଡିଲା ବିଦ୍ୟୁତ ତାର। ଏନ୍.ଏଚ୍‌ ଉପରେ ଛିଡିଲା ୧୩୨ କେ.ଭି ବିଦ୍ୟୁତ ତାର। ଏନ୍.ଏଚ୍‌ ୪୯ ବିଟିଏମ୍‌ ଛକ ନିକଟରେ ଛିଡି ପଡିଛି ୧୩୨ କେ.ଭି ବିଦ୍ୟୁତ ତାର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହାତ ହୋଇ ନାହାନ୍ତି। ରାସ୍ତା ଉପରେ ବିଦ୍ୟୁତ ତାର ପଡିଥିବାରୁ ଗାଡି ଚଳାଚଳ ଠପ୍‌ ହୋଇଯାଇଛି।…

ଏଣିକି ବିଧାନସଭା ବିବରଣୀ କମ୍ପ୍ୟୁଟରୀକୃତ…

ଭୁବନେଶ୍ୱର : ପୂର୍ବରୁ ଓଡ଼ିଶା ବିଧାନସଭାର ବିବରଣୀ ହାତରେ ଲେଖା ଯାଉଥିଲା । କିନ୍ତୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ହାତଲେଖା ପରିବର୍ତ୍ତେ ବିଧାନସଭା ବିବରଣୀ କମ୍ପ୍ୟୁଟର ଦ୍ୱାରା ପ୍ରସ୍ତୁତ କରାଯାଇ ଗୃହର ମାନ୍ୟବର ବିଧାୟକବିଧାୟିକାମାନଙ୍କ ନିକଟକୁ ସଦୟ ସ୍ୱୀକୃତି…