Odisha Link
Bridging the Missing Links in Odisha
Daily Archives

February 15, 2020

ରଣଜୀ କ୍ବାଟର୍ସରେ ଓଡିଶା

ଭୁବନେଶ୍ବର: ରଣଜୀ ଟ୍ରଫି କ୍ବାଟର ଫାଇନାଲକୁ ଉନ୍ନୀତ ହେଲା ଓଡିଶା। ଝାଡଖଣ୍ଡ ବିପକ୍ଷରେ ମ୍ୟାଚ୍‌କୁ ଡ୍ର କରି କ୍ବାଟର ଫାଇନାଲକୁ ଗଲା ଓଡିଶା। ଏଲିଟ୍ ଗ୍ରୁପ୍ ସି' ରୁ କ୍ବାଟର ଫାଇନାଲକୁ ଉନ୍ନୀତ ହେଲା ଓଡିଶା। ଏଲିଟ୍ ଗ୍ରୁପ୍ ସି' ରୁ ଅନ୍ୟ ଦଳ ଭାବେ ଜାମ୍ମୁ କାଶ୍ମରୀ ବି କ୍ବାଟର ଫାଇନାଲକୁ ଉନ୍ନୀତ…

ଶିଶୁ ଅନନ୍ତ ମହାବିଦ୍ୟାଳୟର…

ଭୁବନେଶ୍ୱର : ଆଜି ବାଲିଅନ୍ତାସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ସେମାନେ ବିଧାନସଭା ଗୃହ, ଗ୍ରନ୍ଥାଗାର ଓ ଅନ୍ୟାନ୍ୟ ଶାଖା ବୁଲି ଦେଖିବା ସହିତ ବିଧାନସଭାର କାର୍ଯ୍ୟବିଧି ସଂପର୍କରେ ପଚାରି ବୁଝିଥିଲେ ।…

‘ହାପି ବାର୍ଥ ଡେ’ ଗଲି ବୟ

ମୁମ୍ବାଇ : ସିନେମା ନିର୍ଦ୍ଦେଶିକା ଜେୟା ଅଖତରଙ୍କ ସିନେମା ‘ଗଲି ବୟ’କୁ ବର୍ଷେ ପୁରିଯାଇଛି । ସିନେମାଟି ଗତବର୍ଷ ଫେବୃଆରି ୧୩ ତାରିଖରେ ସିନେମାଟି ରିଲିଜ ହୋଇଥିଲା । ସିନେମାଟିରେ ଆଲିଆ ଭଟ୍ଟ ଓ ରଣବୀର ସିଂ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।…

ଚୋରି ହେଲା ବିଶ୍ୱାସଙ୍କ କାର୍

ନୂଆଦିଲ୍ଲୀ: ଏକଦା ଆମ୍‌ ଆଦ୍‌ମୀ ପାର୍ଟି ସହିତ ଜଡ଼ିତ ଥିବା ପ୍ରସିଦ୍ଧ କବି କୁମାର ବିଶ୍ୱାସଙ୍କ ଫର୍‌ଚ୍ୟୁନର କାର୍‌ ଚୋରି ହୋଇଯାଇଛି। ବିଶ୍ୱାସଙ୍କ ଗାଜିଆବାଦର ଇନ୍ଦିରାପୁରମ ସ୍ଥିତଘର ସାମ୍ନାରୁ କାର୍‌ଟି କେହି ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ଓ ଘଟଣାର ତଦନ୍ତ…

ବୋର୍ଡ ଅଫ୍‌ ରେଭିନ୍ୟୁରେ ଲାଗିଲା ନିଆଁ

କଟକ: କଟକ ବୋର୍ଡ ଅଫ୍‌ ରେଭିନ୍ୟୁରେ ଅଗ୍ନିକାଣ୍ଡ ଘଟିଛି। ବୋର୍ଡ ଅଫ ରେଭିନ୍ୟୁ  କୋଠାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଫିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ପ୍ରକାଶ ଯେ, ଶନିବାର ଦିନ ଅପରାହ୍ନ ସମୟରେ ହଠାତ୍‌ ଅଫିସରେ ନିଆଁ ଲାଗିଯାଇଥିବାର ଦେଖିବାକୁ…

ଟ୍ରମ୍ପ୍‌ଙ୍କ ଗୁଜରାଟ ଗସ୍ତ ପାଇଁ ଖର୍ଚ୍ଚ…

ଅହମଦାବାଦ: ଆସନ୍ତା ଫେବୃଆରୀ ୨୪ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ୩ ଘଣ୍ଟା ପାଇଁ ଗୁଜରାଟ ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଗୁଜରାଟ ଗସ୍ତ ପାଇଁ ସରକାର ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଟ୍ରମ୍ପଙ୍କ ସ୍ୱାଗତରେ ବଜେଟ୍ ବାଧକ ହେବ ନାହିଁ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ…

ଇଞ୍ଜିନୟରିଂ ଶିକ୍ଷା ତଳକୁ ତଳକୁ !

ଭୁବନେଶ୍ୱର: ରାଜ୍ୟରେ ଇଞ୍ଜିନିୟରିଂ କଲେଜରେ ପଢିବା ଚାହିଦା କମିବାରେ ଲାଗିଛି। ରାଜ୍ୟରେ ପ୍ରାୟ ୬୦ ପ୍ରତିଶତରୁ ଅଧିକ ଇଞ୍ଜିନିୟରିଂ ସିଟ ଫାଙ୍କା ପଡ଼ିଛି। ରାଜ୍ୟରେ ଏବେ ମୋଟ ୯୩ଟି ଇଞ୍ଜିନୟରିଂ କଲେଜ ରହିଛି। ୯୩ଟି ଇଞ୍ଜିନିୟରିଂ କଲେଜରେ ମୋଟ ୩୧, ୧୭୪ଟି ସିଟ ରହିଛି। ୨୦୧୯-୨୦ ଶିକ୍ଷାବର୍ଷରେ ୧୧,…

କେଜ୍ରିୱାଲ୍‌ଙ୍କ ଶପଥଗ୍ରହଣ; ଏଯାଏଁ…

ପୁନେ: ଆସନ୍ତା କାଲି କେଜ୍ରିୱାଲ୍‌ଙ୍କ ଶପଥଗ୍ରହଣ ଉତ୍ସବ। ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍‌ ନେତା ଅରବିନ୍ଦ। କିନ୍ତୁ ଏପର୍ଯ୍ୟନ୍ତ କେଜ୍ରିୱାଲ୍‌ଙ୍କ ଶପଥଗ୍ରହଣ ଉତ୍ସବକୁ ଅନ୍ନାଙ୍କୁ ନିମନ୍ତ୍ରଣ କରାଯାଇନାହିଁ।ଅନ୍ନାଙ୍କ ଜଣେ ଘନିଷ୍ଠ କହିଛନ୍ତି ଯେ, କେଜ୍ରିୱାଲଙ୍କ ଶପଥ…

କାଠ ଟ୍ରକରୁ ୧.୫ କୋଟି ଟଙ୍କାର ଗଞ୍ଜେଇ…

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ବାଣିଗୋଛା ଠାରେ କାଠ ଟ୍ରକରୁ ୧.୫ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଉପରେ କାଠ ତଳେ ଗଞ୍ଜେଇ । ଟ୍ରକରେ ଏମିତି ଚୋରା ଚାଲାଣ ହେଉଥିବା ସମୟରେ କାଠ ବୋଝେଇ ଟ୍ରକରୁ ବସ୍ତା ବସ୍ତା ଗଞ୍ଜେଇ ଜବତ ହୋଇଛି । କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟର ଏକ…

ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଲାଗିଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ୩ ଦିନ ହେବ ଲାଗିଯାଇଛି ନିଆଁ। ଏଥିଯୋଗୁ ଦାରୁଠେଙ୍ଗ ସହ ପାଖାପାଖି ସମସ୍ତ ଗାଁରେ ଧୂଆଁ ବ୍ୟାପି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏଥିଯୋଗୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଡମ୍ପିଂୟାର୍ଡରେ ନିଆଁ ଲାଗିଥିଲେ ବି ଲିଭାଯାଉ ନ ଥିବା…