Odisha Link
Bridging the Missing Links in Odisha

ମୁମ୍ବାଇରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇ ସ୍ଥିତ ମାଜଗାଓଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଜିଏସଟିର ଅଷ୍ଟମ ମହଲାରେ ଲାଗିଛି । ଅନ୍ୟ ମହଲାକୁ ନିଆଁ ବ୍ୟାପିପାରେ ବୋଲି ଆଶଂଙ୍କା କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ କରୁଛି । କ୍ଷୟ କ୍ଷତିର କୌଣସି ସୂଚନା ମିଶି ନାହିଁ ।

Comments are closed.