Odisha Link
Bridging the Missing Links in Odisha

ବଢ଼ିବନି ସର୍ବକ୍ଷମା ଅବଧି : ମନ୍ତ୍ରୀ

ଭୁବନଶ୍ବର: ଆଉ ସର୍ବକ୍ଷମା ଅବଧି ବଢ଼ିବନି ସ୍ପଷ୍ଟ କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଶ୍ରୀ ଜେନା କହିଛନ୍ତି ଯେ, ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ କିନ୍ତି ଆଉ ବଢ଼ିବନି। ଯେଉଁମାନ ଆବେଦନ କରିନାହାନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବନି। ଖିଲାପୀଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ବିଧାନସଭାରେ ନରସିଂହ ମିଶ୍ରଙ୍କ ଦାବି ପରେ ରୁଲିଂ ଦେଲେ ବାଚସ୍ପତି। ଏହା ଉପରେ ପୁନଃବିଚାର କରିବାକୁ ନଗର ବିଭାଗକୁ ନିର୍ଦ୍ଦେଶ ଦିଆଯିବ। ୧୫ ଦିନ ବଢ଼ାଯିବ ପରେ ସର୍ବକ୍ଷମା ଯୋଜନାର ଆଜି ସରୁଛି ଡେଡଲାଇନ୍‌ ରହିଛି।

Comments are closed.