Odisha Link
Bridging the Missing Links in Odisha

ଡବଲ ମର୍ଡର: ଆଉ ୨ ଜଣଙ୍କୁ ନୋଟିସ

ଝାସୁଗୁଡ଼ା: ମା ଓ ଝିଅ ହତ୍ୟା ମାମଲାରେ ଅନୁପ ସାଏ ଗିରଫ ଘଟଣାରେ ଆଉ ୨ ଜଣଙ୍କୁ ନୋଟିସ ଜାରି କରାଯାଇଛି। ମୃତ କଳ୍ପନା ଦାସଙ୍କ ଜଣେ ଭାଇ ଓ ଜଣେ ଭାଉଜଙ୍କୁ ନୋଟିସ ଜାରି ରଖାଯାଇଛି। ବ୍ରଜରାଜନଗର ରାଜପୁରରେ ରହୁଥିବା ଭାଇ ବରୁଣ ଦାସ ଓ ବଘରାଚକାରେ ରହୁଥିବା ଭାଉଜଙ୍କୁ ନୋଟିସ ଜାରି କରାଯାଇଛି। ରାୟଗଡ଼ ପୁଲିସ ପକ୍ଷରୁ ଏହି ନୋଟିସ ଜାରି କରାଯାଇ ଉଭୟଙ୍କୁ ହାଜର ହେବାକୁ କୁହାଯାଇଛି।

Comments are closed.