Odisha Link
Bridging the Missing Links in Odisha

ନବୀନଙ୍କ ସାମ୍ନାରେ ଆୟୁଷ୍ମାନ ଅପିଲ

ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପିଲ କରିଛନ୍ତି। ସମ ସଭାରେ ଏକାଠି ଥିବାବେଳେ ନବୀନଙ୍କ ସାମନାରେ ହିଁ ଧର୍ମେନ୍ଦ୍ର ଏଭଳି ଅପିଲ କରିଛନ୍ତି। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ନବୀନଙ୍କୁ ଧର୍ମେନ୍ଦ୍ର ସିଧା ଅନୁରୋଧ କରିଛନ୍ତି।

Comments are closed.