Odisha Link
Bridging the Missing Links in Odisha

ଭିନ୍ନ ଢଙ୍ଗରେ ଗ୍ରୀଷ୍ମ ଋତୁକୁ ସ୍ବାଗତ କରିଲେ ଦିଶା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦିଶା ପାଟାନି ଇନଷ୍ଟାଗ୍ରାମରେ ତାଙ୍କ ଜୀବନକୁ ଡକ୍ୟୁମେଣ୍ଟ କରିଥାନ୍ତି । ପ୍ରମୋସନାଲ୍ ଲୁକ୍ ଠାରୁ ଆରମ୍ଭ କରି ତାଙ୍କ ବେଳାଭୂମି ଅବତାର ପର୍ଯ୍ୟନ୍ତ । ସେ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ତାଙ୍କ ପ୍ରଶଂସକମାନଙ୍କୁ ଦେବାକୁ ଭଲ ପାଇଥାନ୍ତି । ଦିଶା ଗ୍ରୀଷ୍ମକୁ ସମୁଦ୍ର କୂଳରେ ସ୍ୱାଗତ କରିଛନ୍ତି ।

https://www.instagram.com/p/B9L7CGGh_TU/

ସେ ନିକଟରେ ତାଙ୍କର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ସେଥିରେ ଦିଶା ପାଟାନି ଧଳା ଏବଂ ଗୋଲାପି ରଙ୍ଗର ସ୍ୱିମ୍ ସୁଟ୍ ରେ ନଜର ଆସିଛନ୍ତି ।  ଦିଶାଙ୍କୁ ଶେଷଥର ପାଇଁ ମାଲାଙ୍ଗ ସିନେମାରେ ଦେଖିବାକୁ ମିଳିଥିଲା । ଦର୍ଶକ ତାଙ୍କୁ ଏବେ ସେ ସିନେମା ରଧେ, ଏକ ଭିଲିୟନ ମଧ୍ୟ ନଜର ଆସିବେ ।

Comments are closed.