Odisha Link
Bridging the Missing Links in Odisha
Browsing Tag

summer

୪୨ ଡିଗ୍ରୀ ଛୁଇଁଲା ଦିନର ତାପାମାତ୍ରା;…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଦିନର ତାପମାତ୍ରା। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍‌ ୱେଭ୍‌ ଜାରି ହେବାର ସମ୍ଭାବନା ରହିଛି। ଏଥିସହିତ ଆଜି ରାଜ୍ୟର ୧୧ଟି ସହରରେ ଦିନର…

୩୫ ଡିଗ୍ରୀ ଉପରେ ୧୮ ସହର

ଓଏଲ୍‌ ବ୍ୟୁରୋ: ଆପଣମାନେ ସ୍କୁଲରେ ‘ମାଘ ମାସରେ ବାଘ ଶୀତ…’, ପଢ଼ିଥିବେ ନିଶ୍ଚୟ। ଏହା କେବଳ ଏବେ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ। କାରଣ ଫେବ୍ରୁଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଅନୁଭୂତ ହେଲାଣି ଖରା। ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି…

ଅସହ୍ୟ ତାତି, ୪୦ ଡିଗ୍ରୀ ଟପିଲା ରାଜ୍ୟର…

ଓଏଲ୍‌ ବ୍ୟୁରୋ: ତତଲା କଡେଇରେ ଜଳୁଛି ସାରା ରାଜ୍ୟ। ପ୍ରବଳ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଓଡ଼ିଶାବାସୀ। ଆଜି ଦିନ ସାଢ଼େ ୧୧ଟାରେ ୪୧ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା। ଝାରସୁଗୁଡ଼ା ୪୦.୬, ଭୁବନେଶ୍ବର ଓ ହୀରାକୁଦ ୩୯.୬, ଚାନ୍ଦବାଲି ୩୮.୬, ବାଲେଶ୍ବର ୩୭.୮, କେନ୍ଦୁଝର ୩୬.୬ ଡିଗ୍ରୀ…

୩୭ ଡିଗ୍ରୀ ଉପରେ ୧୨ ସହର, ସବୁଠୁ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ମାସ ମଧ୍ୟଭାଗରୁ ହିଁ ରାଜ୍ୟରେ ଅସହ୍ୟ ତାତି। ତାତିରେ ଆଉଟପାଉଟ ହେଲେଣି ଲୋକେ। ଏସବୁ ମଧ୍ୟରେ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ବଲାଙ୍ଗୀର। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବଲାଙ୍ଗୀରେ ୩୮.୩ ଡିଗ୍ରୀ ରହିଛି। ଯାହା ରାଜ୍ୟରେ ସର୍ବାଧିକ। ସବୁଠୁ…

ତାତିରୁ ନାହିଁ ନିସ୍ତାର, ଉତ୍ତପ୍ତ ସହର…

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛନ୍ତି ରାଜଧାନୀବାସୀ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ଅଗ୍ନି ବର୍ଷା। ରେ ହୋଇଛି ଭୁବନେଶ୍ଵର। ରାଜଧାନୀରେ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ଵର ଶୀର୍ଷରେ ରହିଛି। ଏଥିସହ ଆଜି ରାଜ୍ୟର ୧୨ଟି…

ତତଲା କଡେଇରେ ସିଝୁଛି ଓଡ଼ିଶା, ବାରିପଦାରେ…

ଭୁବନେଶ୍ୱର: ତତଲା କଡେଇରେ ସିଝୁଛି ଓଡ଼ିଶା। ପ୍ରଚଣ୍ଡ ଖରାରେ ରାଜ୍ୟବାସୀ ଆଉଟୁପାଉଟୁ। ଏହାରି ମଧ୍ୟରେ ଆଜି ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିସହ ୪୪.୬ ଡିଗ୍ରୀ ସହ ବାରିପଦା ଆଜିର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାଳଚେର ୪୨.୭, ବୌଦ୍ଧ ୪୨.୫, ବଲାଙ୍ଗିର ୪୨.୨, ଟିଟିଲାଗଡ଼…

ଗ୍ରୀଷ୍ମପ୍ରବାହ ପାଇଁ ୨୦ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ତତଲା କଡେଇରେ ସିଜୁଛି ସାରା ଓଡ଼ିଶା। ଦିନକୁ ଦିନ ତାତି ବଢ଼ୁଥିବା ବେଳେ ଲୋକେ ଖରାରେ ଅସ୍ତବ୍ୟସ୍ତ କଲାଣି। ଏହାରି ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ପାଣିପାଗ…

ଆହୁରି ବଢ଼ିବ ତାତି, ୪୦ ଟପିବ ପାରା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି। ରାଜ୍ୟ ତଥା ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ଛୁଇଁଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନଥିବାରୁ ରାଜ୍ୟର ପାରଦରେ ପ୍ରାୟ ୨ ଡିଗ୍ରି ବୃଦ୍ଧି ଘଟିବ। ଫଳରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦…

ତାତିରୁ ନାହିଁ ନିସ୍ତାର, ଆହୁରି ୨ରୁ ୩…

ଭୁବନେଶ୍ବର: ପାରଦ ଉପରମୁହାଁ ହୋଇଥିବା ବେଳେ ଆହୁରି ବଢ଼ିବ ତାତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ତୁଳନାରେ ଆଜି ତାପମାତ୍ରା ୨.୩ ଡିଗ୍ରି ବୃଦ୍ଧି ପାଇ…

ଆଜିଠୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାତି

ଭୁବନେଶ୍ବର: ଆଜିଠୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାତି। ପାରଦ ୪୦ ଡିଗ୍ରୀ ଅତିକ୍ରମ କରିବା ସହ ତାତି ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏପରି ତାତି ଲାଗି ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…