Odisha Link
Bridging the Missing Links in Odisha
Daily Archives

March 8, 2020

୩ୟ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ହୋଇଛି 'ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ୨୦୧୯' । ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଏହି…

ରାଜ୍ୟସଭା ନିର୍ବାଚନ: ନିରଞ୍ଜନ କହିଲେ,…

ଭୁବନେଶ୍ୱର: ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀଭାବେ ଘୋଷଣା କରିଛି ବିଜେଡି। ବିଧାନସଭା ସଂଖ୍ୟା ଦୃଷ୍ଟିରୁ ବିଜେଡିର ୩ ପ୍ରାର୍ଥୀ…

ମହିଳା ଦିବସରେ ମହିଳାଙ୍କ ପାଇଁ…

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ମହିଳା ଦିବସ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ…

ଆଜି ତୃତୀୟ ‘ପେନ୍‌ ଇନ୍‌ ବୁକ୍ସ ଯୁବ…

ଭୁବନେଶ୍ବର: ଆଜି ବିଶ୍ବ ମହିଳା ଦିବସ ଅବସରରେ ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାରର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଆଜି ଅପରାହ୍ନ ୫.୩୦ ସମୟରେ ଏହି ସମାରୋହ ଭୁବନେଶ୍ବରର ଜୟଦେବ ଭବନରେ ଅନୁଷ୍ଠିତ ହେବ। ଏହି ସମାରୋହରେ…

ବାଲୁକା କଳାରେ ନାରୀଙ୍କୁ ସମ୍ମାନ

ଭୁବନେଶ୍ବର: ଆଜି ସାରା ବିଶ୍ବ ପାଳନ କରୁଛି ବିଶ୍ବ ମହିଳା ଦିବସ। ଏହି ଅବସରରେ ବାଲୁକା କଳାରେ ନାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ନାରୀଜାତିଙ୍କ ସମନାର୍ଥେ ବାଲୁକା କଳାରେ ନାରୀ ଶକ୍ତିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ। ଏହି ଚିତ୍ର କଳା ସାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର…

ମହିଳାଙ୍କୁ ନିଜ ସୋସିଆଲ ମିଡିଆ ଉତ୍ସର୍ଗ…

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ମହିଳା ଦିବସ। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ମହିଳା ଶକ୍ତିର ଆତ୍ମା ଏବଂ ସଫଳତାକୁ ନମସ୍କାର କରୁଛୁ। ଏଥିସହିତ ସେ ଲେଖିଛନ୍ତି ଯେ, ଯେପରି ମୁଁ କିଛି ଦିନ ପୂର୍ବରୁ…

ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲ:…

ମେଲବୋର୍ଣ୍ଣ: ଆଜି ମହିଳା ଟି-୨୦ ବିଶ୍ବକପର ମେଗା ଫାଇନାଲ। କ୍ରିକେଟ ପ୍ରେମୀ ଆଜି ସୁପର ସନଡେରେ ସୁପର ଫାଇଟ ଦେଖିବେ। ଆଜି ମେଲବୋର୍ଣ୍ଣରେ ଡିଫେଣ୍ଡି ବିଜତୋ ଅଷ୍ଟ୍ରେଲିଆ ଆଉ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତ ମଧ୍ୟରେ ମହା ମୁକାବିଲା ହେବ। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍‌ ଟସ୍‌ ଜିତି…

ୟେସ୍‌ ବ୍ୟାଙ୍କ ମୁଖ୍ୟ ରାଣା କପୁର ଗିରଫ

ମୁମ୍ବାଇ: ଆର୍ଥିକ ପତନ ଦେଇ ଗତି କରୁଥିବା ଘରୋଇ ବ୍ୟାଙ୍କ୍‌ ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)। ଆର୍ଥିକ ହେରଫେର ମାମଲାରେ ଆଜି ପାହାନ୍ତାରେ ତାଙ୍କୁ ଗିରଫ କରାଯାଇଛି। ପରେ ତାଙ୍କୁ ନ୍ୟାୟାଳୟରେ ହାଜର କରାଯିବ। ଦେଓ୍ବାନ ହାଉସିଂ…