Odisha Link
Bridging the Missing Links in Odisha

ବସ୍‌କୁ ୩୦ ହଜାର ଜରିମାନା

ବଲାଙ୍ଗିର: ଯାତ୍ରୀବାହୀ ବସ୍‌କୁ ୩୦ ହଜାର ୫୦୦ ଟଙ୍କା ଫାଇନ। ବସ୍‌ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା। ଲାଇସେନ୍ସ ନଥାଇ ଗାଡି ଚଳାଇବାକୁ ଅନୁମତି ଦେଇଥିବାରୁ ୫ ହଜାର ଟଙ୍କା ବସ୍‌ କଣ୍ଡକ୍ଟରଙ୍କ ଲାଇସେନ୍ସ ନଥିବାରୁ ୧୦ ହଜାର ଟଙ୍କା। ପରମିଟ୍‌ ନଥିବା ବାବଦକୁ ୧୦ ହଜାର ଟଙ୍କା ଏବଂ ସାଧାରଣ ଅପରାଧ ପାଇଁ ୫୦୦ ଟଙ୍କ ଜରିମାନା ଲାଗୁ କାରାଯାଇଛି।

Comments are closed.