Odisha Link
Bridging the Missing Links in Odisha
Daily Archives

March 11, 2020

କାଲିଠୁ ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ

ଧର୍ମଶାଳା: ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଏଥିପାଇଁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ଜୋରଦାର ଅଭ୍ୟାସ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଠାରୁ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ପରାସ୍ତ ହୋଇଥିବା ବିରାଟ ବାହୀନ ଆସନ୍ତାକାଲି ପୁଣିଥରେ ୱିନିଂ…

ସିନ୍ଧିଆ ବିଜେପିରେ ମିଶିଲା ପରେ ରାହୁଲ…

ନୂଆଦିଲ୍ଲୀ: ଆଜି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେଲେ। ବିଜେପିରେ ଯୋଗ ଦେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପୂର୍ବରୁ ରାହୁଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି…

ରାଜ୍ୟସଭା: ସିନ୍ଧିଆଙ୍କୁ ଟିକେଟ ଦେଲା…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ସାମିଲ ହେବାର ଘଣ୍ଟାଏ ନପୂରୁଣୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପୁରସ୍କାର ଦେଲା ବିଜେପି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି ବିଜେପି। ସିନ୍ଧିଆଙ୍କ ବ୍ୟତୀତ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି। ମଧ୍ୟପ୍ରଦେଶରେ…

‘ନାଗୀନ୍‌ ୪’ରେ ନଜର…

ମୁମ୍ବାଇ : ସିରିଏଲ କୁଇନ ଏକତା କପୁରଙ୍କ ସବୁ ସିରିଏଲ ହିଟ ହୋଇଥାଏ । ତାଙ୍କ ସୁପରନ୍ୟାଚୁରାଲ୍‌ ନାଗିନ୍‌ ସିରିଜ୍‌ର ସବୁ ପାର୍ଟ ପରି 'ନାଗୀନ୍‌ ୪' ମଧ୍ୟ ଜବରଦସ୍ତ ହିଟ୍‌ ହୋଇଛି । ଏଥିରେ ନିର୍ମାତା ନୂଆନୂଆ ଷ୍ଟାରଙ୍କୁ ଏଣ୍ଟ୍ରି ଦେଇ ଶୋ'ର କାହାଣୀକୁ ଆହୁରି ମଜାଦାର କରୁଛନ୍ତି । ତେବେ 'ବିଗ୍‌ ବସ୍‌…

ବସ୍‌କୁ ୩୦ ହଜାର ଜରିମାନା

ବଲାଙ୍ଗିର: ଯାତ୍ରୀବାହୀ ବସ୍‌କୁ ୩୦ ହଜାର ୫୦୦ ଟଙ୍କା ଫାଇନ। ବସ୍‌ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା। ଲାଇସେନ୍ସ ନଥାଇ ଗାଡି ଚଳାଇବାକୁ ଅନୁମତି ଦେଇଥିବାରୁ ୫ ହଜାର ଟଙ୍କା ବସ୍‌ କଣ୍ଡକ୍ଟରଙ୍କ ଲାଇସେନ୍ସ ନଥିବାରୁ ୧୦ ହଜାର ଟଙ୍କା। ପରମିଟ୍‌ ନଥିବା ବାବଦକୁ ୧୦ ହଜାର ଟଙ୍କା…

ପରିବାରକୁ ଫେରିଲେ ସିନ୍ଧିଆ: ଜେ.ପି…

ନୂଆଦିଲ୍ଲୀ: ଆଜି ହାତ ଛାଡ଼ି ପଦ୍ମରେ ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଦୀର୍ଘ ୧୮ ବର୍ଷର ସମ୍ପର୍କକୁ କାଟି ଆଜି ବିଜେପିରେ ସାମିଲ ହେଲେ ଶ୍ରୀ ସିନ୍ଧିଆ। ବିଜେପି ମୁଖ୍ୟ କାର୍ଯ୍ୟାଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାଥମିକ ସଦସ୍ୟତା ପ୍ରଦାନ…

ରିଲିଜ୍‌ ହେଲା ପାରସ୍‌-ମାହିରାଙ୍କ ଭିଡିଓ

ମୁମ୍ବାଇ : ରିଆଲିଟି ଶୋ ବିଗବସ ୧୩ର ପ୍ରତିଯୋଗୀ ପାରସ ନିଜ ସିରିୟଲ ମୁଝସେ ଶାଦୀ କରୋଗି ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ବିଗ ବସ ଘରେ ପାରସ ଓ ମାହିରାଙ୍କ ବନ୍ଧୁତାକୁ ଅନେକ ଦର୍ଶକ ବେଶ୍ ପସନ୍ଦ କରୁଥିଲେ ।  ଦୁହିଁଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଯାଇଛି।ଏହି ମ୍ୟୁଜିକ୍‌ ଭିଡିଓ ଟାଇଟେଲ୍‌…

ତିନି ଅଭିନେତାଙ୍କୁ ନିଜ ସ୍ୱୟଂବରରେ…

ମୁମ୍ବାଇ : ବର୍ତ୍ତମାନ ଟେଲି ଜଗତରେ ସିରିୟଲ ମୁଝେ ସାଦି କରୋଗି ଚର୍ଚ୍ଚାରେ ରହିଛି । ଏହା ପୂର୍ବରୁ ଟିଭିରେ ଅନେକ ଷ୍ଟାରଙ୍କ ସ୍ୱୟଂମ୍ବର ହୋଇସାରିଛି। ସମାନେ ହେଲେ,ରାକ୍ଷୀ ସାଓ୍ଵନ୍ତ, ମଲିକା ଶେରାଓ୍ଵତ, ରାହୁଳ ମହାଜନ ଭଳି କଳାକାର ଏପରି ସ୍ୱୟଂମ୍ବର ଆୟୋଜନ କରିସାରିଛନ୍ତି । ତେବେ ଅଭିନେତ୍ରୀ…

ବନ୍ଧନ ବ୍ୟାଙ୍କରେ ଇଡକୋ ଟଙ୍କା! , ଏ ନେଇ…

ଭୁବନେଶ୍ୱର: ଆଜି ବିଧାନସଭାରେ ୟେସ ବ୍ୟାଙ୍କରେ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ଓ କଂଗ୍ରେସ। ୟେସ୍‌ ବ୍ୟାଙ୍କରେ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ପ୍ରସଙ୍ଗ ଉଠାଇବା ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବନ୍ଧନ ବ୍ୟାଙ୍କରେ ଇଡକୋ…

ଦୁଇ ନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁ

ନବରଙ୍ଗପୁର: ଭାସ୍କେଲ ନଦୀରୁ ଦୁଇ ନାବାଳିକା ମୃତ ଦେହ ଉଦ୍ଧାର। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ରୁନିଗୁଡ଼ା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନାଯୋଗ୍ୟ ଯେ, ଗତକାଲି ରୁନିଗୁଡା ଗ୍ରାମର ସମଦୁ ପୂଜାରୀଙ୍କ ଝିଅ ଓ ତାଙ୍କ ସାନ ଭାଇ ଡମ୍ବରୁଧର ପୂଜାରୀଙ୍କ ଝିଅ ଜୟମଣି ଓ ହେମବତୀ ଆଖୁ…