Odisha Link
Bridging the Missing Links in Odisha

ମାସେ ଭିତରେ ଟଙ୍କା ନଫେରିଲେ ଅସମ୍ଭାଳ: ସୁର

ଭୁବନେଶ୍ବର: ଶ୍ରୀ ଜଗନ୍ନାଥଙ୍କ ଟଙ୍କା ନେଇ ଗୃହ ବାହାରେ ଗର୍ଜିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ଏନେଇ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ରାଉତରାୟ କହିଛନ୍ତି ଯେ, ଗୃହ କମିଟି ହେଉ ଓ ମାସେ ଭିତରେ ଟଙ୍କା ଫେରୁ। ମାସେ ଭିତରେ ଠାକୁରଙ୍କ ଟଙ୍କା ନଫେରିଲେ ବାଚସ୍ପତି ସମ୍ଭାଳି ପାରିବେନି। କେଉଁ ବିଜୟ ଭାଇ କି ପ୍ରଦୀପ ଭାଇ ସରକାରଙ୍କ ପିଠିରେ ପଡ଼ିବେ ନାହିଁ। ୟେସ ବ୍ୟାଙ୍କକୁ ଟଙ୍କା କେମିତି ଗଲା ଓ କିଏ ନେଲା କୁହନ୍ତୁ। ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଇନାନ୍ସ କେମିତି ଗଲେ କୁହନ୍ତୁ।

Comments are closed.