Odisha Link
Bridging the Missing Links in Odisha

ମାସେ ଯାଏ ବିଜେପିର ଧର୍ମଘଟ ବନ୍ଦ

ଭୁବନେଶ୍ବର: କରୋନା ପାଇଁ କଟକଣା ଜାରି କଲା ଭାରତୀୟ ଜନତା ପାର୍ଟି। ମାସେ ପର୍ଯ୍ୟନ୍ତ ଧାରଣା ଓ ଧର୍ମଘଟ ନକଟିବାକୁ ନିର୍ଦ୍ଦେଶନାମାକୁ ଜାରି କରାଯାଇଛି। ନିଷ୍ପତ୍ତି ନେଇ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ସୂଚନା ଦେଇଛନ୍ତି। ପାର୍ଲାମେଣ୍ଟାରୀ ବୋର୍ଡରେ ନିଷ୍ଷତ୍ତି ହୋଇଥିବା କହିଲେ ସଭାପତି।

Comments are closed.