Odisha Link
Bridging the Missing Links in Odisha
Daily Archives

March 26, 2020

କରୋନା ପ୍ୟାକେଜ: ପ୍ରଧାନମନ୍ତ୍ରୀ ଓ…

ଭୁବନେଶ୍ବର: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅଧୀନରେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଲକ ଡାଉନ ସମୟରେ ଦେଶର ସମସ୍ତ ଗରୀବ ଜନତାଙ୍କୁ…

ଓଡ଼ିଶାରେ ୩ୟ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ୩ୟ ପଜିଟିଭ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟରେ ସୂଚନା ଦେଲା। ପଜିଟିଭ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ। ଏବଂ ସେ ଭୁବନେଶ୍ବର ଅଞ୍ଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।…

ଓଡ଼ିଶା-ମୋ ପରିବାର ସହାୟତାରେ…

ଭୁବନେ‌ଶ୍ବର: ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜାରି ହୋଇଛି ସମ୍ପୂର୍ଣ୍ଣ ଲକ୍ ଡାଉନ୍। ତେବେ ଏପରି ଜଟିଳମୟ ପରିସ୍ଥିତିରେ ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ୪୨ଜଣ ଓଡିଆ ବି.ଇଡି ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରାଇ ଆଣବିାରେ ସହାୟତାର ହାତ ବଢାଇଲା ଓଡିଶା-ମୋ ପରିବାର। ଶୋସିଆଲ…

କରୋନା ମୁକାବିଲା: ଗୀତ ଗାଇ ପରସ୍ପରକୁ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଭାରତରେ କାୟା ମେଲାଉଛି। ଦେଶରେ ମହାରାଷ୍ଟ୍ର, କରେଳ ପରେ ରାଜସ୍ଥାନରେ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନର ଭିଲଓ୍ବାଡା ଜିଲ୍ଲା କରୋନା ଭାଇରସରେ ଅଧିକ ଆକ୍ରାନ୍ତ ହୋଇଛି। ଏହାରି ମଧ୍ୟରେ ଏକ ଦୃଶ୍ୟ ସାମ୍ନାକୁ…

କରୋନା ଆର୍ଥିକ ପ୍ୟାକେଜ୍‌ ପ୍ରସଙ୍ଗ:…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାରଙ୍କ ଏହି…

ସମସ୍ତେ ମିଶି ମହାମାରୀ କରୋନାର ମୁକାବିଲା…

ଭୁବନେଶ୍ବର: ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ…

ଜରୁରୀ କାର୍ଯ୍ୟରେ ନିୟୋଜିତ ଗାଡ଼ି ପାଇଁ…

ଭୁବନେଶ୍ବର: କରୋନା ଲକ୍‌ଡାଉନ୍‌ ସମୟରେ ଜରୁରୀ ଦ୍ରବ୍ୟ ପରିବହନ ଓ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଲାଗିବ CHECKED ଷ୍ଟିକର୍। ଆଜି ଠାରୁ ଭୁବନେଶ୍ବର ଓ କଟକ ସହରରେ ଏହି ସେବା ଆରମ୍ଭ କରିଛନ୍ତି କମିଶନରେଟ୍‌ ପୁଲିସ। ଉପଯୁକ୍ତ ପ୍ରମାଣ ଦେଇ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି…

ଓଡ଼ିଶା ପ୍ରତିଷ୍ଠା କରିବ ଦେଶର ସବୁଠୁ ବଡ଼…

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ କୋଭିଡ୍-୧୯ ଚିକିତ୍ସାଳୟ। ସମୁଦାୟ ୧୦୦୦ ଶଯ୍ୟାବିଶିଷ୍ଟ ଦୁଇଟି ହସ୍ପିଟାଲରେ କରୋନାପୀଡ଼ିତଙ୍କ ଚିକିତ୍ସା ଲାଗି ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଏ ନେଇ ଆଜି ସରକାର ଦୁଇ ଘରୋଇ ହସ୍ପିଟାଲ କିମ୍‌ସ ଓ ସମ୍‌ ସହ ତ୍ରିପାକ୍ଷିତ ଚୁକ୍ତି…

ଇସ୍‌ଲାମୀୟ ସଭାରୁ ଫେରିବା ପରେ କରୋନାରେ…

କଶ୍ମୀର: ଜମ୍ମୁ ଓ କଶ୍ମୀରରେ ଆଜି ପ୍ରଥମ କରୋନା ମୃତ୍ୟୁ ଦେଖବାକୁ ମିଳିଛି। ୬୫ ବର୍ଷିୟ ଏହି ବ୍ୟକ୍ତି ଜଣକ ନିକଟରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏକ ଇସ୍‌ଲାମୀୟ ଧର୍ମସଭା ତାବ୍‌ଲିଘି ଜମାତ୍‌ରେ ଯୋଗ ଦେଇ ଫେରିଥିଲେ। କଶ୍ମୀର ଆସିବା ପୂର୍ବରୁ ସେ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ଜମ୍ମୁ ମଧ୍ୟ ଯାଇଥିଲେ। ଏହା…

ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ…

ଭୁବନେଶ୍ବର: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେସବୁ ରାଜ୍ୟରେ ଯଦି ଓଡ଼ିଆ ବ୍ୟକ୍ତି କେଉଁଠି ହଇରାଣରେ ଅଟକି ରହିଥାଆନ୍ତି ତେବେ ଏ ନେଇ ସୂଚନା ଦେବାକୁଚିଠିରେ ଅନୁରୋଧ କରିଛନ୍ତି ନବୀନ। ଓଡ଼ିଆମାନଙ୍କ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବାକୁ ସେ…