Odisha Link
Bridging the Missing Links in Odisha
Daily Archives

March 28, 2020

COVID-19 ଓ SARS-CoV-2ର ଫୁଲଫର୍ମ…

ଭୁବନେଶ୍ବର: କରୋନା ଭୂତାଣୁ ଜନିତ ରୋଗର ଦାପ୍ତରିକ ନାମ COVID-19 ଥିବା ବେଳେ ଏହି ଭୂତାଣୁର ନାମ SARS-CoV-2 ରହିଛି। ତେବେ ଏଭଳି ନାମକରଣ ପଛର କାରଣ କ'ଣ? କିଏ ଏବଂ କେବେ ଏଭଳି ନାମକରଣ କଲେ ସେ ବିଷୟରେ ଆମେ ଏଇ ପାଠରେ ଜାଣିବା। ୨୦୧୯ ମସିହା ଡିସେମ୍ବର ମାସରେ ଚୀନରୁ ଏହି ରୋଗର ଉଦ୍‌ଭବ। ଚୀନର…

ଦାନ ନା ଦିଗବଦଳ?

ଭୁବନେଶ୍ବର: ବିଜୁ ଜନତା ଦଳର ନିର୍ବାଚିତ ଜନପ୍ରତିନିଧିମାନେ ୩ ମାସର ଲେଖାଏଁ ଦରମା କରୋନା ପାଣ୍ଠିକୁ ଦାନ କରିବା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ବୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଧାରାର ପ୍ରବର୍ତ୍ତନ କରି ଉଦାହରଣ ସାଜିଛନ୍ତି। ତାଙ୍କୁ ଅନୁସରଣ କରିଛନ୍ତି ଦଳର ସାଂସଦ ଓ ବିଧାୟକ।…

କରୋନା ଭାଇରସ୍‌ ପାଇଁ ଭାରତୀୟ ରେଳର…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୪୯ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଏପର୍ଯ୍ୟନ୍ତ ୮୭୩ ଜଣ ଏହି ମହାମାରୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷେ ଏହି ମହାମାରୀ କରୋନା ଭାଇରସର ମୁକାବିଲା…

IPL ରଦ୍ଦ ହେଲେ ସୁଦ୍ଧା ଧୋନିଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ପାଇଁ ସଙ୍କଟରେ ବିଶ୍ବ। ଏଥିସହ ଭାରତରେ ମଧ୍ୟ ଦିନକୁ ଦିନ କାୟା ମେଲାଉଛି କରୋନା ଭାଇରସ୍। କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପ୍ରିଲ ୧୪ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି। କରୋନା ପାଇଁ ଇଣ୍ଡିଆନ୍‌ ପ୍ରିମୟର ଲିଗ୍‌ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖିଛି…

ଆଜି ଅପରାହ୍ନରୁ ଉଡ଼ିବ କାର୍ଗୋ ବିମାନ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି। ଅପରାହ୍ନ ୩.୩୦ରେ ରାୟପୁରରୁ ଉଡ଼ାଣ…

କରୋନା: ଦେଶରେ ୧୯ ମୃତ, ୭୯ ଜଣ ଆରୋଗ୍ୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୪୯ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଁଞ୍ଚିଛି। ସେମଧ୍ୟରୁ ୮୨୬ ଭାରତୀୟ ଓ ୪୭ ବିଦେଶୀ ଅଟନ୍ତି। ସରକାରୀ ହିସାବରେ ଦେଶରେ…

ଅଣାୟତ ଆମେରିକା: ୧ ଲକ୍ଷରୁ ଅଧିକ କରୋନା…

ଓଏଲ୍‌ ବ୍ୟୁରୋ: ବିଶ୍ବର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାଖାପାଖି ପହଞ୍ଚିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ସଂଖ୍ୟା ଏକ ଲକ୍ଷ ଡେଇଁଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୨୦୫ ଥିବା ବେଳେ ୧,୭୦୧ ଜଣ ମୃତ୍ୟୁ ବରଣ କରିସାରିଲେଣି। ଆମେରିକା ପଛକୁ…

ଗୁରୁଦ୍ବାରରେ ଆକ୍ରମଣ କରିଥିବା ଯୁବକ…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ କରୋନା ଲଢ଼େଇରେ ବ୍ୟସ୍ତ ଥିବା ବେଳେ କାବୁଲରେ ଏକ ୪୦୦ ବରଷ ପୁରୁଣା ଗୁରୁଦ୍ବାର ଉପରେ ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ (IS)। ଏଥିରେ ୨୫ ଜଣ ଶିଖ୍‌ ପ୍ରାଣତ୍ୟାଗ କରିଥିଲେ। ତେବେ ଏହି ଆକ୍ରମଣରେ ସଂପୃକ୍ତ ୩ ଆତ୍ମଘାତୀ ଆତଙ୍କବାଦୀମାନଙ୍କ ମଧ୍ୟରେ…