Odisha Link
Bridging the Missing Links in Odisha
Daily Archives

March 29, 2020

ମଦ୍ୟପଙ୍କୁ ମଦ ଯୋଗାଇବେ ଏହି ରାଜ୍ୟ…

ଥିରୁଅନନ୍ତପୁରମ: ଏପ୍ରିଲ ୧୪ ଯାଏ ସାରା ଦେଶ ଲକ ଡାଉନ। ଆଉ ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ ଦେଲେ ଆଉ ସମସ୍ତ ଦୋକାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକଡାଉନ ସମୟରେ କେରଳର ମଦ୍ୟପ ମାନଙ୍କ ପାଇଁ ଖୁସି ଖବର। କାରଣ କେରଳରେ ମଦ ନମିଳିବାରୁ ୫ଜଣ ମଦ୍ୟପ ଆତ୍ମହତ୍ୟା କରିଥିବା…

କଟକରେ କରୋନା ଚିକିତ୍ସାଳୟ: ଅଶ୍ବିନୀ…

କଟକ: ଭୁବନେଶ୍ବର ପରି କଟକରେ ମଧ୍ୟ ଏକ ଅତ୍ୟାଧୁନିକ କୋଭିଡ୍-୧୯ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏଥିପାଇଁ ଅଶ୍ବିନୀ ହସ୍ପିଟାଲ ପରିସରକୁ ବଛାଯାଇଥିବା ବେଳେ ଆଜି ଏହା ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌ ବାଲାକ୍ରିଷ୍ଣନ୍। ତାଙ୍କ ସହ ପୂର୍ତ୍ତ ସଚିବ କିଶନ୍‌ କୁମାର ଓ…

ଲକଡାଉନ: ପୋଲିସ୍ ଏବଂ ଅସହାୟ ଲୋକଙ୍କୁ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସରୁ ମୁକୁଳିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକଡାଉନ ହୋଇଛି। ମହାମାରୀ କରୋନାର ମୁକାବିଲା କରିବା ସରକାରଙ୍କଠୁ ଆରମ୍ଭ କରି ବେସରକାରୀ ସଂସ୍ଥା ଅଣ୍ଟା ଭିଡିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି। ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା,…

ଆର୍ମୀ ଡାକ୍ତରଙ୍କୁ କରୋନା

କୋଲକାତା: ଜଣେ କର୍ଣ୍ଣେଲ୍-ର‍୍ୟାଙ୍କ ସ୍ଥଳସେନା ଡାକ୍ତରଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ଠାବ ହୋଇଛି। ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତୁରନ୍ତ ତାଙ୍କୁ ଆଇସୋଲେସନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। କୋଲକାତାର ଆର୍ମୀ କମାଣ୍ଡ ହସ୍ପିଟାଲରେ କାର୍ଯ୍ୟରତ ଏହି ଡାକ୍ତର…

ସମ୍‌ କରୋନା ହସ୍ପିଟାଲ ବୁଲିଲେ ୫-ଟି…

ଭୁବନେଶ୍ବର: ସମ୍‌ ହସ୍ପିଟାଲ ପରିସରରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେଉଥିବା କରୋନା ହସ୍ପିଟାଲ ବୁଲି ଦେଖିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। ତାଙ୍କ ସହ ଉନ୍ନୟନ କମିଶନର୍‌ ସୁରେଶ ମହାପାତ୍ର ଓ ପ୍ରମୁଖ ସଚିବ ସୌରଭ ଗର୍ଗ ମଧ୍ୟ ସମ୍‌ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ସେମାନେ ପ୍ରସ୍ତୁତି…

ଦଳୀୟ ନେତାଙ୍କ ସହ ଭିଡିଓ କନଫରେନ୍ସିଂ…

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା…

ଓଡ଼ିଶା ବାହାରେ ୧ ଲକ୍ଷ ଓଡ଼ିଆ ଫସିଛନ୍ତି

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ନିଜ ଘରକୁ ଫେରି ପାରି ନାହାନ୍ତି। ବସ୍‌, ଟ୍ରେନ୍‌ ବାତିଲ ହୋଇଥିବାରୁ ବହୁ ଓଡ଼ିଆ ଫସିଛନ୍ତି। ଏବେ କେନ୍ଦ୍ର…

ମୋଦିଙ୍କୁ ନବୀନଙ୍କ ଚିଠି: ୩୮୦ କୋଟି…

ଭୁବନେଶ୍ବର: କରୋନା ସଂକ୍ରମଣ ଭୟରେ ସାରା ଦେଶ ୨୧ ଦିନ ଲକ୍‌ଡାଉନ୍‌ ଥିବା ବେଳେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGA)ରେ ସାମିଲ ବ୍ୟକ୍ତିଙ୍କୁ ଏହି ୨୧ ଦିନର ବେରୋଜଗାର ଭତ୍ତା ଦେବାପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ…

ସାଉଦି ଆରବରୁ ଭାରତକୁ ନିରନ୍ତର ତୈଳ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ସାଉଦି ଉର୍ଜା ମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ସ ଅବଦୁଲାଜିଜ୍ ଏବଂ ସାଉଦି ଆରାମକୋ ତୈଳ କମ୍ପାନୀର ସଭାପତି ତଥା ସିଇଓ ଅମିନ୍‌ ନାଜିରଙ୍କ ସହ ଆଲୋଚନା କରିଛନ୍ତି।…

କରୋନା ସହାୟତା: ୧ ମାସର ଦରମା ଓ…

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ବିରୋଧରେ ମୁକାବିଲା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ନିଜ ମାସକର ଦରମା ସମେତ ସାଂସଦ ସ୍ଥାନୀୟ ଅଂଚଳ ବିକାଶ ପାଣ୍ଠି(ଏମପିଲାଡ୍‌)ରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି।…