Odisha Link
Bridging the Missing Links in Odisha
Daily Archives

March 30, 2020

ପାରିତ ହେଲା ବ୍ୟୟମଞ୍ଜୁରୀ ବିଲ୍

ଭୁବନେଶ୍ବର: ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିା ବଜେଟ ଅଧିବେଶନରେ ପାରିତ ହେଲା ବ୍ୟୟମଞ୍ଜୁରି ବିଲ୍। ଏ ନେଇ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ଆଜିଠୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି ବୋଲି ଶ୍ରୀ ଶତପଥୀ କହିଛନ୍ତି।…

କରୋନା ସହାୟତା: ଗୁପ୍ତଦାନ କଲେ ବିରୁଷ୍କା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇଛନ୍ତି। ମହାମାରୀର ମୁକାବିଲା ପାଇଁ ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏଭଳି ସମୟରେ ମଧ୍ୟ ସହାୟତାର…

ତେଲେଙ୍ଗାନା ଏପ୍ରିଲ ୭ ସୁଦ୍ଧା କରୋନା…

ହାଇଦ୍ରାବାଦ: ମହାମାରୀ କରୋନ ଭାଇରସ୍‌ର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକଡାଉନ ହୋଇଛି। କରୋନାର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ବଡ଼ ବୟାନ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସେ…

ଭାରତ: ୧୧୭୧ କରୋନା ଆକ୍ରାନ୍ତ, ୩୧ ମୃତ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ଦେଶରେ ୧୧୭୧ ଜଣ ଏହି ଭୟଙ୍କର ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ କେନ୍ଦ୍ର ସରକାରଙ୍କର କୋଭିଡ୍-୧୯ ଓ୍ବେବସାଇଟ୍‌ରେ…

ଲକଡାଉନ: ଯୋଗ ମନ୍ତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହି ସମୟରେ ନିଜକୁ କିଭଳି ଫିଟ୍‌ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟୁଇଟର ଆକାଉଂଟରେ କିଛି ଥ୍ରୀଡି ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ସେ ଭିନ୍ନ ଭିନ୍ନ ଯୋଗାସନ…

ଇତିହାସରେ ପ୍ରଥମଥର ପାଇଁ ଲୋକସେବା ଭବନରେ…

ଭୁବନେଶ୍ବର: ବିଧାନସଭାରେ ନୂଆ ଇତିହାସ ସୃଷ୍ଟି କରାଇଲା ମହାମାରୀ କରୋନା ଭାଇରସ୍। କାରଣ ବିଧାନସଭାର ଅସମାପ୍ତ ବଜେଟ ଅଧିବେଶନ ଆଜି ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଦଳର ୩୦ ପ୍ରତିଶତ ବିଧାୟକ ବି ଆଜି ଉପସ୍ଥିତ ରହିଛନ୍ତି।…