Odisha Link
Bridging the Missing Links in Odisha
Daily Archives

March 30, 2020

ଶେଷ ହେଲା ବଜେଟ ଅଧିବେଶନ

ଭୁବନେଶ୍ବର: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଷୋଡ଼ଶ ବିଧାନନସଭାର ତୃତୀୟ ଅଧିବେଶନ (ବଜେଟ୍‌ ଅଧିବେଶନ) ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୨ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର…

ଅସହାୟ ଗରିବଙ୍କୁ ଖାଦ୍ୟ ସହ ନିତ୍ୟ…

ଭୁବନେଶ୍ବର: କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠୀ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଆଜିର ଏହି ଲକଡାଉନ ପରିସ୍ଥିତିରେ ବିଜେପି ତରଫରୁ ସମଗ୍ର ଦେଶରେ ଗରିବ, ଦିନମଜୁରିଆ, ଦୁଃଖୀଜନ ତଥା ଅଭାବୀ ଲୋକଙ୍କ ପାଇଁ ମାଗଣା ସୁବିଧା ଓ…

ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ତୈଳ…

ନୂଆଦିଲ୍ଲୀ: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ପିଏସୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆମେରିକାର ‘କରୋନା’ ସହରରେ…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ସାରା ବିଶ୍ବକୁ ଭୟଭୀତ କରି ରଖିଥିବା ବେଳେ ବର୍ତ୍ତମାନ ସମୟରେ ଆମେରିକାରେ ସର୍ବାଧିକ ବ୍ୟକ୍ତି ଏହା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ତେବେ ଅନେକେ ହୁଏତ ଜାଣି ନଥିବେ ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟରେ ଏକ ସହର ଅଛି ଯାହାର ନାମ 'କରୋନା'। ଏହି ସହରରେ ଏଯାବତ୍‌ ୧୩ ଜଣ…

କରୋନା: ୭ଦିନରେ ସୁସ୍ଥ ହେଲେ ବ୍ରିଟେନ…

ଲଣ୍ଡନ: ମହାମାରୀ କରେନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ରିଟେନର ରାଜକୁମାର ପ୍ରିନ୍ସ ଚାର୍ଲସ ଏବେ ସୁସ୍ଥ ହୋଇଯାଇଛନ୍ତି। ସେ ସଂକ୍ରମିତ ହେବାର ୭ଦିନ ପରେ କରୋନା ଭାଇରସରୁ ମୁକ୍ତ ହୋଇଛନ୍ତି। କରୋନାରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେଲଫ ଆଇସୋଲେସନରେ ରହିଥିଲେ। ଏବେ କିନ୍ତୁ ସେ ସୁସ୍ଥ ହୋଇ…

କରୋନା ସହାୟତା: ବିଜେପି କର୍ମୀଙ୍କୁ ୧୦୦…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କଠୁ ଆରମ୍ଭ କରି ବିଭିନ୍ନ ଶିଳ୍ପସଂସ୍ଥା, ବେସରକାରୀ ସଂସ୍ଥା, କ୍ରୀଡାବିତ୍, ଅଭିନେତାଙ୍କ ସମେତ ବହୁ ଲୋକ…

ଏଥର ହେବନି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ପାଇଁ ବନ୍ଦ ହେଲା ଭୁବନେଶ୍ବରର ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। କରୋନା ଭାଇରସ୍‌ର ପ୍ରକୋପ ଏବଂ ଲକ୍‌ଡାଉନ୍‌ କାରଣରୁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଗଡ଼ିବନି ବୋଲି…

୨୦୨୧ ଜୁଲାଇରେ ହେବ ଟୋକିଓ ଅଲମ୍ପିକ୍ସ

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଆଉ ହେବ ନାହିଁ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଅଲମ୍ପିକ୍ସ। ହେଲେ ଜାପାନର ରାଜଧାନୀ ଟୋକିଓ ସହରରେ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏନେଇ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଓ ଜାପାନ ସରକାର ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି।…

କ୍ବାରାଣ୍ଟିନ୍‌ରେ ଇସ୍ରାଏଲ…

ଓଏଲ୍‌ ବ୍ୟୁରୋ: ନରେନ୍ଦ୍ର ମୋଦିଙ୍କର ଭଲ ବନ୍ଧୁ ଭାବେ ଜଣାଶୁଣା ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଆଜି ଠାରୁ ୧୪ ଦିନ ଯାଏଁ ସେ ସର୍ବସାଧାରଣରୁ ଦୂରେଇ ରହିବେ। କରୋନା ସଂକ୍ରମଣ ସନ୍ଦେହରୁ ଏଭଳି କରାଯାଇଛି। ବେଂଜାମିନଙ୍କ ସଂସ୍ପର୍ଶରେ ଆସିଥିବା…

ଲକ୍ ଡାଉନ୍ ସମୟରେ ସାମ୍ବାଦିକଙ୍କୁ…

ନୟାଗଡ଼ : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଭାରତ ସରକାର ସାରା ଭାରତକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ସ୍ୱାସ୍ଥ୍ୟ, ପରିବହନ, ପୁଲିସ ଓ ଗଣମାଧ୍ୟମ କର୍ମଚାରୀଙ୍କୁ ଏହି ଲକ୍ ଡାଉନ୍‌ରୁ ବାଦ ଦେଇଛନ୍ତି। ଗଣମାଧ୍ୟମ କିଭଳି ଲୋକଙ୍କ ପାଖରେ ଅନ୍ୟୟାଶରେ ଖବର…