Odisha Link
Bridging the Missing Links in Odisha

ଭାରତରେ କରୋନା: ୪,୪୨୦ ଆକ୍ରାନ୍ତ, ୧୧୪ ମୃତ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଆଜି ସକାଳ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୪୨୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୧୪ ଜଣ ମୃତ୍ୟ୍ୟୁବରଣ କରିଥିବା ବେଳେ ୩୨୫ ଜଣ ସୁସ୍ଥ ହୋଇ ଘରକୁ ଲେଉଟିଛନ୍ତି। ବର୍ତ୍ତମାନ ଦେଶରେ ୩,୯୮୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି।

ବିଶ୍ବରେ ଏବେ ସୁଦ୍ଧା ୧୩ ଲକ୍ଷ ୪୭ ହଜାର ୨୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୪,୭୬୭ ଜଣଙ୍କ ମୃତ୍ୟୁ ହେଲାଣି।

ଓଡ଼ିଶାରେ ୪୦ ଜଣ ଆକ୍ରାନ୍ତ ଠାବ ହୋଇଥିବା ବେଳେ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.