Odisha Link
Bridging the Missing Links in Odisha
Daily Archives

April 7, 2020

ଘରେ ମାସ୍କ ତିଆରି କଲେ ଧର୍ମେନ୍ଦ୍ରଙ୍କ…

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ କରୋନା ପ୍ରଭାବରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଶ୍ରମଦାନ ମାଧ୍ୟମରେ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ କନ୍ୟା। ଦିଲ୍ଲୀ ସ୍ଥିତ ବାସଭବନରେ ଧର୍ମାନ୍ଦ୍ରଙ୍କ ପତ୍ନୀ ମୃଦୁଳା ଓ କନ୍ୟା ନୈମିଷା ଲୋକଙ୍କ ପାଇଁ ମାସ୍କ ତିଆରିରେ…

ଲକ୍‌ଡାଉନ୍: ‘ଆଚ୍ଛା’…

ବାଲେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ଲକ୍‌ଡାଉନ୍‌। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଅପରପକ୍ଷେ ଲକ୍‌ଡାଉନ୍ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅନ୍ୟ ରୋଗୀମାନେ। ଏଭଳି ସମୟରେ ବାଲେଶ୍ଵର ରକ୍ତଭଣ୍ଡାରରେ ରକ୍ତ ଆଭାବ…

ପିତାଙ୍କ ବିୟୋଗ ସତ୍ତ୍ୱେ କାର୍ଯ୍ୟରେ ଯୋଗ…

ଭୁବନେଶ୍ବର: ଆଜି ସକାଳୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ପିତାଙ୍କ ବିୟୋଗ ଘଟିଛି। ଏହାସତ୍ତ୍ବେ ଶ୍ରୀ ଚଇନି ଛୁଟି ନନେଇ କାର୍ଯ୍ୟ ଯୋଗ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଏଭଳି ନିଷ୍ଠାପରତା କାର୍ଯ୍ୟ ପାଇଁ ଭୂରି ପ୍ରଶଂସା…

ଭାରତରେ କରୋନା: ୨୪ ଘଣ୍ଟାରେ ୫୦୮ ନୂଆ…

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ବା କରୋନା ଭାଇରସ୍‌ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଦିନକୁ ଦିନ ଏହି ମହାମାରୀ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ କ୍ରମାଗତ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ସନ୍ଧ୍ୟା ସୁଦ୍ଧା ଦେଶରେ…

ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ନେଇ…

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପରିପ୍ରେକ୍ଷୀରେ ଦେଶରେ ଉର୍ଜାସମସ୍ୟାକୁ ଦୂରକରିବା ତଥା ଭାରତକୁ ଅଧିକ ଏଲପିଜି ଯୋଗାଣ ନେଇ ମଙ୍ଗଳବାର ଆବୁଧାବୀର ରାଷ୍ଟ୍ରାୟତ ତୈଳ କମ୍ପାନୀ(ଏଡିଏନଓସି)ର ସିଇଓ ଡ. ସୁଲତାନ ଅହମ୍ମଦ ଅଲ୍‌ଜାବେର୍‌ଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି…

କରୋନା: ନରେନ୍ଦ୍ରପୁରରେ ଦଣ୍ଡଯାତ୍ରାକୁ…

ଶରଣକୁଳ: ନୟାଗଡ଼ ଜିଲ୍ଲାରେ ସାହିତ୍ୟ,ସଂସ୍କୃତି ଏବଂ ପରମ୍ପରା ସବୁଠୁ ନିଆରା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଣ୍ଡଯାତ୍ରା ଖୁବ ଧୁମଧାମରେ ପାଳିତ ହୁଏ। ହେଲେ କରୋନାର ପ୍ରଭାବରେ ଜିଲ୍ଲାରେ ଲାକଡାଉନ ଜାରି ରହିଥିବା ଯୋଗୁଁ ଏବର୍ଷ ଦଣ୍ଡଯାତ୍ରାକୁ ବାରଣ କରାଯାଇଥିଲା। ହେଲେ ଶରଣକୁଳ ନିକଟସ୍ଥ ନରେନ୍ଦ୍ରପୁର…

ଓଡ଼ଗାଁ ରଘୁନାଥ ଜୀଉଙ୍କର ବନବାସ ବେଶ

ନୟାଗଡ଼: କରୋନାର ପ୍ରଭାବ ଯୋଗୁଁ ନୟାଗଡ଼ ଜିଲ୍ଲାବାସୀ ଲକ୍‌ଡାଉନ୍‌ରେ ଥିବା ସତ୍ତ୍ୱେ ସ୍ଥାନୀୟ ରଘୁନାଥ ମନ୍ଦିରରେ ଶ୍ରୀ ରଘୁନାଥ ଜୀଉଙ୍କର ନୀତିକାନ୍ତି ନିର୍ଦ୍ଦିଷ୍ଟ ନିଯୁକ୍ତ ସେବୟତମାନଙ୍କ ଦ୍ୱାରା ନିୟମିତ କରାଯାଉଛି। ଆଜି ଯାତ୍ରାର ଷଷ୍ଠ ଦିନରେ ଶ୍ରୀ ରଘୁନାଥ ଜୀଉ ବନବାସ ବେଶରେ ସୁସଜ୍ଜିତ ହୋଇଛନ୍ତି।…

କରୋନା: ଓଡ଼ିଶାରେ ପହଞ୍ଚିଲା ୩୫୦୦ କେଜି…

ଭୁବନେଶ୍ବର: କୋଭିଡ୍-୧୯ ପରୀଷଣ କିଟ୍‌ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି। ସୋମବାର ସଂଧ୍ୟାରେ ୩,୫୦୦ କେଜିର ସ୍ବାସ୍ଥ୍ୟ ସାମଗ୍ରୀ ସହ ଧରି ଭାରତୀୟ ବାୟୁସେନାର ଏକ ବିମାନ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା ବିମାନଟି ଚେନ୍ନାଇ ନିକଟସ୍ଥ ତାମ୍ବାରାମ ଏୟାର…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌: ଭାରତ କୋହଳ…

ନୂଆଦିଲ୍ଲୀ: ଜରୁରୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଅନ୍ୟତମ ବୃହତ ଉତ୍ପାଦକ ଭାରତ ୩ ଦିନ ତଳେ ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲା। ଶନିବାର ଠାରୁ ବିଦେଶକୁ ଏହାର ପ୍ରେରଣ ନିଷିଦ୍ଧ କରାଯାଇଥିଲା। ତେବେ ରବିବାର ଅମେରିକାର ଅନୁରୋଧ ପରେ ଆଜି ଭାରତ ନିଷିଦ୍ଧାଦେଶକୁ ଆଂଶିକ ଉଠାଇଛି। କରୋନା ପାଇଁ…

ଭୁବନେଶ୍ବରରେ ୨ ନୂଆ କରୋନା ଆକ୍ରାନ୍ତ,…

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଆଉ ଦୁଇଜଣ ବ୍ୟକ୍ତି କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭଭିତରୁ ଜଣେ ଗତକାଲି ମୃତ୍ୟୁବରଣ କରିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ଗତକାଲି ମମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘର ଭୁବନେଶ୍ବର ଝାରପଡ଼ା।…