Odisha Link
Bridging the Missing Links in Odisha
Daily Archives

April 7, 2020

କରୋନା: ରାଜ୍ୟରେ ପ୍ରଥମ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ। ଝାରପଡ଼ା ଅଞ୍ଚଳର ଜଣେ ୭୨ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏପ୍ରିଲ ୪ ତାରିଖରେ ସଂପୃକ୍ତ ବ୍ୟକ୍ତି AIIMS ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋିଥିଲେ। ନମୁନା ପରୀକ୍ଷଣୁ ପଜିଟିଭ ଚିହ୍ନଟ ହୋଇଥିଲା। ସେ ଏପ୍ରିଲ୪ରୁ AIIMSରେ ଚିକିତ୍ସିତ…

ଭୁବନେଶ୍ବରରେ ପୁଣି ଆଉ ଜଣେ କରୋନା…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। କରୋନା ଆକ୍ରାନ୍ତ ଜଣେ ପୁରୁଷ। ତାଙ୍କ ଘର ଭୁବନେଶ୍ବର ୟୁନିଟ୍‌ ୪ ଅଞ୍ଚଳର ମଧୁସୁଦନ ନଗର ଏବଂ ତାଙ୍କ ୪୫ ବର୍ଷ ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।…

କୋଭିଡ ହସ୍ପିଟାଲ ଅଲଗା, ଅନ୍ୟ ରୋଗୀ…

ଭୁବନେଶ୍ବର: ରାଜ୍ୟରେ ମହାମରୀ କରୋନା ଭାଇରସର ମୁକାବିଲା ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ସାମ୍ବାଦିକ ସମ୍ମିଳନୀ। ସାମ୍ବାଦିକ ସମ୍ମିଳନରେ ସେ କହିଛନ୍ତି ଯେ, କୋଭିଡ୍-୧୯ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଜରୁରୀ। ସେଥିପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ୭ଟି ହସ୍ପିଟାଲକୁ କୋଭିଡ ହସ୍ପିଟାଲ…

କେନ୍ଦ୍ରୀୟ ଗୁଇନ୍ଦା ଅଫିସ୍ ୧୪ ଦିନ ପାଇଁ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ୧୪ ଦିନ ପାଇଁ ସିଲ୍‌। ଏହାର ସମସ୍ତ କର୍ମଚାରୀ ୧୪ ଦିନ ପାଇଁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବେ। ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଏପରି ପଦକ୍ଷେପ…

ଘରୋଇ ହସ୍ପିଟାଲରେ କରୋନା ରୋଗୀ…

ଭୁବନେଶ୍ବର: ରାଜ୍ୟରେ ମହାମରୀ କରୋନା ଭାଇରସର ମୁକାବିଲା ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ସାମ୍ବାଦିକ ସମ୍ମିଳନୀ। ସାମ୍ବାଦିକ ସମ୍ମିଳନରେ ସେ କହିଛନ୍ତି ଯେ, କୋଭିଡ୍-୧୯ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଜରୁରୀ। ସେଥିପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ୭ଟି ହସ୍ପିଟାଲକୁ କୋଭିଡ ହସ୍ପିଟାଲ…

ମୋଦିଙ୍କୁ ଟ୍ରମ୍ପଙ୍କ ଧମକ!…

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ସଂକ୍ରମଣ ଅଟକାଇବାରେ ସମର୍ଥ ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଠାରୁ ଏହା ଆମଦାନୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ। ତେବେ ଯଦି ଭାରତ ଏହା ନ ପଠାଏ ତେବେ ଆମେରିକା ଜବାବ୍‌ ଦେବ ବୋଲି ଟ୍ରମ୍ପ…

ସ୍ବାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ସ୍ୱାସ୍ଥ୍ୟ ବିଷୟରେ ସମାଜକୁ ସଚେତନ କରିବା ଏହି ଦିବସ ର ମୂଳ ଲକ୍ଷ୍ୟ। ଚଳିତବର୍ଷ ବିଷୟ ହେଉଛି ସେବିକା ଓ ଧାତ୍ରୀ ଙ୍କୁ ସମର୍ଥନ ଦିଅନ୍ତୁ ବୋଲି ଟୁଇଟ୍‌ କରି ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଆହୁରି କହିଛନ୍ତି ଯେ,…

ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ:…

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ଟ୍ୱିଟ କରି ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଟୁଇଟ କରି ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ସମାଜକୁ ସୁସ୍ଥ ରଖିବାରେ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କରୋନା ବିରୋଧ ଲଢେଇରେ…

କରୋନା ମୁକାବିଲା: ୨ ବର୍ଷ ପାଇଁ…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ। ସେ କହିଛନ୍ତି ଯେ, "ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କରୋନା ଭୂତାଣୁ ସହ ଲଢ଼ୁଛି। ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଲୋକ ପ୍ରତିନିଧି ମାନଙ୍କର…

କରୋନା: ଆଳିର ୧୧ଟି ଗାଁ ସିଲ୍‌

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ କେନ୍ଦ୍ରାପଡାର ଆଳି ଅଞ୍ଚଳର ବୋଲି ସୂଚନା ରହିଛି। ଏହାକୁ ନେଇ କେନ୍ଦ୍ରପଡ଼ା ଜିଲ୍ଲା ପ୍ରଶାସନ ଆଳି ଅଞ୍ଚଳରେ ୧୧ଟି ଗାଁକୁ ସିଲ୍ କରିଛି ପ୍ରଶାସନ। କରୋନା ଆକ୍ରାନ୍ତଙ୍କୁ କଟକ ଅଶ୍ଵିନୀ ହସ୍ପିଟାଲରେ ଭର୍ତ୍ତି…