Odisha Link
Bridging the Missing Links in Odisha

ଭୁବନେଶ୍ବରରେ ପୁଣି ଆଉ ଜଣେ କରୋନା ପଜିଟିଭ, ସଂଖ୍ୟା ୪୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। କରୋନା ଆକ୍ରାନ୍ତ ଜଣେ ପୁରୁଷ। ତାଙ୍କ ଘର ଭୁବନେଶ୍ବର ୟୁନିଟ୍‌ ୪ ଅଞ୍ଚଳର ମଧୁସୁଦନ ନଗର ଏବଂ ତାଙ୍କ ୪୫ ବର୍ଷ ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

https://twitter.com/HFWOdisha/status/1247438917462196225

Comments are closed.