Odisha Link
Bridging the Missing Links in Odisha
Daily Archives

April 30, 2020

ଲକ୍‌ଡାଉନ୍: ୬୦ ଘଣ୍ଟାର ଯାତ୍ରା, ଜନ୍ମ…

ଆସିକା: ଜନ୍ମ ମାଟିରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ। ୬୦ ଘଣ୍ଟାରୁ ଅଧିକ ସମୟ ଯାତ୍ରା କରି ୨୧୭ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମରେ ପହଞ୍ଚିଛନ୍ତି। ଗୁଜରାଟ ସୁରତରୁ ବାହାରିଥିବା ୪ଟି ବସ୍ ଗତକାଲି ବିଳମ୍ବିତ ରାତିରେ ଶେରଗଡ ଓ ଧରାକୋଟରେ ପହଞ୍ଚିଥିଲା। ପୂର୍ବ ବ୍ୟବସ୍ଥା ଅନୁଯାୟୀ, ସେମାନଙ୍କୁ ସିଧାସଳଖ ଧରାକୋଟ…

ପରଲୋକରେ ପ୍ରଖ୍ୟାତ ଅଭିନେତା ଋଷି କପୁର

ମୁମ୍ବାଇ: କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି। ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ରହିଯାଆନ୍ତି। ଠିକ୍ ସେମିତି ପ୍ରତିଭା ହେଉଛନ୍ତି ବଲିଉଡ୍ ଅଭିନେତା ଋଷି କପୁର ଓ ଇର୍ଫାନ ଖାନ୍। ୨ଦିନରେ ୨ ପ୍ରଖ୍ୟାତ ଅଭିନେତାଙ୍କ ପରଲୋକ। କାଲି…

କରୋନା: ଦେଶରେ ୩୩ ହଜାର ଛୁଇଁଲା…

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌। ହେଲେ କିଛି ଦିନ ହେବ କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୩୩ ହଜାର ପାର ହେଲାଣି କରୋନା…

ହସ୍ପିଟାଲରେ ଋଷି କାପୁର

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରସିଦ୍ଧ ଅଭିନେତା ଋଷି କାପୁର। ଋଷି କାପୁର ମୁମ୍ବାଇର ସାର ଏଚ୍‌ଏନ୍‌ ରିଲାଆନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ତାଙ୍କ ଭାଇ ରଣଧୀର କାପୁର ସୂଚନା ଦେଇଛନ୍ତି। ରଣଧୀର କହିବା ଅନୁଯାୟୀ, ଋଷି କର୍କଟ ରୋଗରେ ଆକ୍ରାନ୍ତ ଏବଂ ଶ୍ବାସ…

କରୋନା: ରାଜ୍ୟରେ ଆଉ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧, ୬୯୬ଟି ସାମ୍ପଲ୍ ଟେଷ୍ଟ ହୋଇଛି। ଚିହ୍ନଟ…

ଓଡ଼ିଆ ସିନେମାରେ ଇର୍ଫାନ୍‌ ଖାନ୍!

ଭୁବନେଶ୍ବର: ଉପରେ ଥିବା ଫଟୋଟି ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର 'ତାରା'ର ଶୁଟିଂ ସେଟ୍‌ରେ ଉତ୍ତୋଳନ କରାଯାଇଥିଲା। ଫଟୋରେ ଅଛନ୍ତି ସିନେମାର ନିର୍ଦ୍ଦେଶିକା-ଅଭିନେତ୍ରୀ ବିଜୟା ଜେନା (ଡଲି ଜେନା) ଓ ତାଙ୍କ ସହ ଇର୍ଫାନ୍‌ ଖାନ୍। ଯେତେବେଳେ ଇର୍ଫାନ୍‌ ଟିଭି ଧାରବାହିକରେ ନିଜର ଅଭିନୟ…