Odisha Link
Bridging the Missing Links in Odisha
Daily Archives

May 7, 2020

କରୋନା: ୩୯ ଜଣ ଗୁଜୁରାଟ ଫେରନ୍ତା…

ଭୁବନେଶ୍ବର: ରାଜ୍ୟରେ ୩୦ ହଜାରରୁ ଅଧିକ ଗୁଜୁରାଟ ଫେରନ୍ତା ଏବେ ବିଭିନ୍ନ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବା ବେଳେ ଏଯାବତ ଏମାନଙ୍କ ମଧ୍ୟରୁ ୩୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ସରକାର ସୂଚନା ଦେଇଛନ୍ତି। ମାତ୍ର ୫ ଦିନ ମଧ୍ୟରେ ୩୯ ଗୁଜରାଟ ଫେରନ୍ତା ଆକ୍ରାନ୍ତ ହୋଇଥିବା ବେଳେ କେବଳ ଗଞ୍ଜାମରେ ୨୮ ଜଣ…

ବଡ଼ ଖବର: ରଥ ନିର୍ମାଣକୁ ମିଳିଲା ଅନୁମତି

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ବଢ଼ିଲା ସମ୍ଭାବନା। ରଥ ନିର୍ମାଣ ନେଇ କେନ୍ଦ୍ର ଦେଇଛି ଗ୍ରିନ ସିଗନାଲ। ରଥଖଳାରେ ରଥ ନିର୍ମାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସର୍ତ୍ତମୂଳକ ଅନୁମତି। ରଥଖଳାରେ ଶ୍ରୀଜିଉଙ୍କ ରଥ ନିର୍ମାଣ ହୋଇପାରିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି…

ରାଜଧାନୀକୁ ଲେଉଟିଲା କରୋନା, ରାଜ୍ୟରେ…

ଭୁବନେଶ୍ବର: ରାଜଧାନୀକୁ ପୁଣି କରୋନା ଫେରିଛି। ଭୁବନେଶ୍ବରରେ ୩ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ବେଳେ ରାଜ୍ୟରେ ଆଜି ଗୋଟିଏ ଦିନରେ ୩୪ ଜଣ କରୋନା ପଜିଟିଭ୍‌ ଠାବ ହେବା ଚିନ୍ତାଜନକ ସ୍ଥିତି ଠିଆ କରିଛି। ଗତକାଲି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ଥିବା ବେଳେ ଆଜି ଏହା ୨୧୯ରେ…

କରୋନା: ଆଉ ୧୦ ଆକ୍ରାନ୍ତ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସନ୍ଧ୍ୟାରେ ଆଉ ୧୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଆକ୍ରାନ୍ତ ଗଞ୍ଜାମର ହୋଇଥିବା…

ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣା: ୧୧ ମୃତ,…

ବିଶାଖାପାଟଣା: ଆଜି ସକାଳୁ ଆନ୍ଧ୍ର ପ୍ରଦେଶର ବିଶାଖାପଟଣା ଏକ କେମିକାଲ ପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଫଳରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮୦୦ରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଙ୍ଗ ଜର୍ଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୀଡିତାଙ୍କୁ ସିଏମ୍…

ପ୍ରଥମେ ସ୍ବାବ ଟେଷ୍ଟ, ପରେ ରାଜ୍ୟ…

ଭୁବନେଶ୍ୱର: ସାରା ଦେଶରେ ବର୍ତ୍ତମାନ ଲକ୍‌ଡାଉନ୍‌ର ୩ୟ ପର୍ଯ୍ୟାୟ ଚାଲିଛି। ଏଥିସହିତ କିିଛି କଟକଣା କୋହଳ କରିଛନ୍ତି ସରକାର। ଫଳରେ ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି। ଏହାରି ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ରାୟ…

ବଢ଼ିପାରେ କ୍ୱାରେଣ୍ଟିନ୍ ଅବଧି!

ଭୁବନେଶ୍ୱର: କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ପାଇଁ ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଇଥିଲା। ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ରେ କିଛି କଟକଣା କୋହେଳ କରାଯାଇଛି। ଯାହାଫଳରେ ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ମୟୂରଭଞ୍ଜର ବୋଲି ସୂଚନା ରହିଛି। ଫଲରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ପ୍ରକାଶ ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ…

କରୋନା: ସୁସ୍ଥ ହେଲେ ଆଉ ଜଣେ

ଭୁବନେଶ୍ବର: ଆଜି ଦିନକରେ ଏପର୍ଯ୍ୟନ୍ତ ୨୧ ଜଣ କରୋନା ରୋଗୀ ଚିହ୍ନଟ ହାଇଛନ୍ତି। ଅପରପକ୍ଷେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର। କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌…

ରେଡ୍‌ ଜୋନ୍‌ରେ ଗଞ୍ଜାମ ଜିଲ୍ଲା

ଭୁବନେଶ୍ବର: ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଗଞ୍ଜାମକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗତ ସପ୍ତାହେ ହେଲା ସୁରତରୁ ଗଞ୍ଜମ ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ଓଡ଼ିଆମାନେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ରାଜ୍ୟରେ ୫ ଦିନ ଭିତରେ ୨୯ ଜଣ ସୁରତ ଫେରନ୍ତା…