Odisha Link
Bridging the Missing Links in Odisha
Daily Archives

May 24, 2020

ମଦ ହୋମ୍‌ ଡେଲିଭରୀ: ସରକାରୀ ନିର୍ଦ୍ଦେଶ…

ଭୁବନେଶ୍ବର: ଆଜି ଠାରୁ ରାଜ୍ୟରେ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ଦୋକାନରେ ସିଧାସଳଖ ଖାଉଟିଙ୍କୁ ମଦ ବିକ୍ରି ହୋଇପାରିବନାହିଁ। ବରଂ ହୋମ୍‌ ଡେଲିଭରୀ ହେବ ବୋଲି ଓଡ଼ିଶା ରାଜ୍ୟ ମଦ ନିଗମ ନିର୍ଦ୍ଦେଶ ଦେଇଛି। ମଦ ଉପରେ ୫୦% କୋଭିଡ୍‌ କର ବସାଇଛି ମଦ ନିଗମ। ଏ ନେଇ ନିଗମ…

ରାଜ୍ୟରେ ବଦଳିଲା କ୍ବାରାଣ୍ଟିନ୍‌ ନିୟମ

ଭୁବନେଶ୍ୱର: ବିଗତ କିଛି ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ କ୍ବାରାଣ୍ଟିନ୍‌ ନିୟମ ବଦଳାଇଲେ ରାଜ୍ୟ ସରକାର। ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ବାରାଣ୍ଟିନ୍‌ରେ ରହିବେ। ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ…

ଭଲ ଖବର: ରାଜ୍ୟରେ ୫ଶହ ଟପିଲା ସୁସ୍ଥଙ୍କ…

ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୩ ଜଣ କରୋନା ଆକ୍ରାନ୍ତ। ଫଳରେ ରାଜ୍ୟରେ ୫୫୦ରେ ପହଁଞ୍ଚିଲା ସୁସ୍ଥଙ୍କ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୩୦ ଜଣ, ଯାଜପୁରରୁ ୧୮ ଜଣ, ଖୋର୍ଦ୍ଧାରୁ ୩ଜଣ…

ଭଲ ଖବର: କାଲିଠୁ ରାଜ୍ୟରେ ଗଡ଼ିବ ବସ୍

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। କାଲିଠୁ ରାଜ୍ୟରେ ଗଡ଼ିବ ସମସ୍ତ ବସ୍‌। ରାଜ୍ୟରେ ସ୍ୱଭାବିକ ହେବ ବସ ଚଳାଚଳ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥିସହିତ ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ସିଟି ବସ୍ ଚଳାଚଳ ପାଇଁ ମଧ୍ୟ ଅନୁମତି…

ମାରି ମାରି ଦରମରା କଲା ପୁଲିସ, ଦେଖନ୍ତୁ…

ଭୋପାଳ: ଅତି ଅମାନୁଷିକ ଭାବେ ବଜାର ଉପରେ ଜଣେ ବ୍ୟକ୍ତିଙ୍କୁ ମାରି ମାରି ଦରମରା କରିଛି ମଧ୍ୟପ୍ରଦେଶ ପୁଲିସ। ଏ ଘଟଣା ଜଣାପଡ଼ିବା ପରେ ଦୁଇ ପୁଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି ସ୍ଥାନୀୟ ସରକାର। ଦୁଇ ଅଧିକାରୀ ହେଲେ ହେଡ କନଷ୍ଟେବଲ କୃଷ୍ଣ ଡୋଙ୍ଗରେ ଓ କନଷ୍ଟେବଲ ଆଶିଷ। ଘଟଣା ଘଟିଛି ମଧ୍ୟପ୍ରଦେଶ…

ବିବାହ ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ…

କଟକ: ପୂର୍ବରୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଓ ପରେ ବିବାହ ନ କରିବାକୁ ଅପରାଧ ଦୃଷ୍ଟିରେ ଦେଖାଯାଉଥିଲା। ସ୍ବଇଚ୍ଛାରେ ଜଣେ ମହିଳା ଅନ୍ୟ ଜଣେ ପୁରୁଷ ସହ ସମ୍ପର୍କ ରଖିଥିଲେ ମଧ୍ୟ ପରେ ଏଭଳି ଅଭିଯୋଗ ଆଣି ପୁରୁଷଟିକୁ ଧର୍ଷକ ପ୍ରମାଣିତ କରି ପାରୁଥିଲା। ତେବେ ଏଭଳି ମାମଲା ନେଇ…