Odisha Link
Bridging the Missing Links in Odisha
Daily Archives

June 3, 2020

ଅମାନୁଷିକ: ସପୁରୀ ଭିତରେ ବାଣ ଦେଇ…

ଗତ ସପ୍ତାହରେ ହାତୀଟିଏ ପାଣି ଭିତରେ ଠିଆ ହୋଇ ଜୀବନ ହାରିଦେଲା। ତା ସହ ତା' ଗର୍ଭରେ ଥିବା ସନ୍ତାନର ଜୀବନ ବି ଚାଲିଗଲା। ଏ ଦୁଇଟି ଜୀବନ ମଉଳି ଯିବା ପଛର କାରଣ, ଇତିହାସରେ ପଶୁ-ଅତ୍ୟାଚାରର ଅନ୍ୟତମ ବିଭତ୍ସ ଓ କରୁଣତମ ଘଟଣା। ଗୋଟିଏ ସୁପରୀ ଭିତରେ ବିଷ୍ଫୋରକ ଦେଇ ହାତୀ ଓ ତା୩ର ସନ୍ତାନକୁ ହତ୍ୟା…

କରୋନା: ଆଉ ୧୪୩ ଚିହ୍ନଟ, ସୁସ୍ଥ ହେଲେ ୮୦

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରେ ଆଉ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…

ବାତ୍ୟା ‘ନିସର୍ଗ’: ଦିନ ୧ରୁ ୪ଟା ଭିତରେ…

ମୁମ୍ବାଇ: ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’। ଆଜି ଦିନ ୧ରୁ ୪ଟା ଭିତରେ ଲ୍ୟାଣ୍ଡଫଲ କରିବ। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର। ତାଙ୍କ ସୂଚନା ଅନୁଯାୟୀ ଭୀଷଣ ବାତ୍ୟାର ରୂପ ନେଇ ଆଜି ଆଲିବାଗ ପାଖରେ ବାତ୍ୟା ‘ନିସର୍ଗ’ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ…

କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ: ଇସ୍ତଫା…

ଭୁବନେଶ୍ବର: ଇସ୍ତଫା ପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ। ଗତକାଲି ଜଗନ୍ନାଥ ପ୍ରଧାନ ବିଜେପିରୁ ଇସ୍ତଫା ଦେଇଥିଲେ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିଲେ। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ପ୍ରଧାନ ନିଜର ଇସ୍ତଫା ନେଇ…

କରୋନା: ଆଜି ୮,୯୦୯ ନୂଆ ଆକ୍ରାନ୍ତ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୨ ଲକ୍ଷ ୦୭ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…