Odisha Link
Bridging the Missing Links in Odisha
Daily Archives

June 23, 2020

ଭଲ ଖବର: ସୁସ୍ଥ ହେଲେ ଆଉ ୧୨୫ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢ଼ିବାରେ ଲାଗିଛି ସେତିକି ସୁସ୍ଥଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରାଜ୍ୟରେ ଆଜି ଆଉ ୧୨୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ସୁସ୍ଥ ହୋଇଥିବା ୧୨୫…

ହୀରାକୁଦ ବନ୍ଧରୁ ୨୫ରେ ଛଡ଼ାଯିବ ପ୍ରଥମ…

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ହୀରାକୁଦ ବନ୍ଧରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଏ ନେଇ ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ଜାରି କରିଛନ୍ତି। ଚଳିତବର୍ଷ ସଠିକ ସମୟରେ ମୌସୁମୀ ଆସି ଭଲ ବର୍ଷା ହୋଇଥିବାରୁ ହୀରାକୁଦର ଜଳସ୍ତର ବର୍ତ୍ତମାନ ୬୧୫ ଫୁଟ ଅତିକ୍ରମ କରିସାରିଛି। ରୁଲ୍…

ପତଞ୍ଜଳି ପ୍ରସ୍ତୁତ କଲା କରୋନା ଔଷଧ,…

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ। ହେଲେ ଏହାରି ମଧ୍ୟରେ ଯୋଗ ଗୁରୁ ରାମଦେବ ବାବା ଆର୍ୟୁବେଦିକ ଔଷଧ ଦ୍ବାରା କରୋନାର ସଫଳ ଚିକିତ୍ସା ହେଉଥିବା ନେଇ ଦାବି ରଖିଛନ୍ତି। ଏଥିସହିତ କରୋନିଲ ନାମକ ଏକ ଟାବଲେଟ ଲଞ୍ଚ କରିଛି ପତଞ୍ଜଳୀ। ଏକ ଡବାରେ ବଟିକା ରୂପରେ ଏହି ଔଷଧ ବଜାରରେ…

ରଥଯାତ୍ରା: ଗଜପତି ମହାରାଜ କରୁଛନ୍ତି…

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଇତିହାସରେ ପ୍ରଥମ ଥର ଭକ୍ତଙ୍କ ବିନା ବା ଭକ୍ତଶୂନ୍ୟ ଭାବେ ପାଳିତ ହେଉଛି ରଥଯାତ୍ରା। ବିନା ଭକ୍ତରେ ବି ପୁରୀ ବଡ଼ଦାଣ୍ଡ ଚଳଚଞ୍ଚଳ। ଚାଲିଛି ମହାପ୍ରଭୂଙ୍କ ପବିତ୍ର ଘୋଷଯାତ୍ରା। ଭକ୍ତ ସିନା ବଡ଼ ଦାଣ୍ଡରେ ନାହିଁ ହେଲେ ସାରା ଓଡ଼ିଶାର ଆଖି ଟିଭିରେ ହିଁ ଲାଖିରହିଛି।…

କରୋନା: ଆଜି ୧୮ ଜିଲ୍ଲାରୁ ୧୬୭ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୧୬୭ ଜଣ ନୂଆ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରାଣ୍ଟିନ୍‌…

୨୫ଶହ ବର୍ଷ ରଥଯାତ୍ରା ଇତିହାସରେ ପ୍ରଥମ,…

ପୁରୀ: ଆଜି ହେଉଛି ପବିତ୍ର ରଥଯାତ୍ରା ବା କୋଟି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି।…