Odisha Link
Bridging the Missing Links in Odisha
Daily Archives

July 13, 2020

ଡିଜିଟାଲ ଭାରତ ପାଇଁ ଗୁଗୁଲ କରିବ ୭୫…

ନୂଆଦିଲ୍ଲୀ: ପିଏମ୍‌ ମୋଦିଙ୍କ ଡିଜିଟାଲ ଇଣ୍ଡିଆରର ସ୍ବପ୍ନକୁ ସାକାର କରିବା ପାଇଁ ଗୁଗୁଲ ବଢ଼ାଇଲା ସହାୟତାର ହାତ। ଭାରତରେ ଡିଜିଟାଲ ଅର୍ଥନୀତିକୁ ଅଧିକରୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଭାରତ ସରକାରଙ୍କ ସହ ହାତ ମିଳାଇଛି ଗୁଗୁଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୁ ସମର୍ଥନ କରି ଆମେ…

ଓଡ଼ିଶା ଗଣଶିକ୍ଷା: ନବମ ଶ୍ରେଣୀ ଭୂଗୋଳ…

ଭୁବନେଶ୍ବର: ଗୋଟିଏ ପଟେ କରୋନା ମାଡ଼ରେ ରାଜ୍ୟରେ ଗଣଶିକ୍ଷା ବ୍ୟବସ୍ଥା ଦୋହଲିଯାଇଛି। ଅନ୍‌ଲାଇନ୍‌ ପାଠପଢ଼ା ଉପରେ ବିଭାଗୀୟ ମନ୍ତ୍ରୀ ଗୁରୁତ୍ବ ଦେଉଥିଲେ ହେଁ ଅସଲରେ ଅନେକ ଛାତ୍ରଛାତ୍ରୀଙ୍କ ପିତାମାତା ସ୍ମାର୍ଟ ଫୋନ୍‌ କିଣିବା ଦୂରର କଥା, ଏଭଳି ସମୟରେ ବିଦ୍ୟୁତ୍‌ ବିଲ୍‌ ଦେବାକୁ ମଧ୍ୟ ଅସମର୍ଥ…

କରୋନା ଯୋଦ୍ଧା: ଗୋଟିଏ କରୁଣ ଦୃଶ୍ୟ

ଭୁବନେଶ୍ବର: ଉପରେ ଦିଆଯାଇଥିବା ଫଟୋ ପଛରେ ଯେଉଁ କରୁଣ କାହାଣୀ ଅଛି ସେ ବାବଦରେ ଉଲ୍ଲେଖ କରିବା ଆଗରୁ ଆମେ ପ୍ରଥମେ ଅନ୍ୟ ଗୋଟିଏ ଘଟଣା ଉପରେ ନଜର ଦେବା। ଦୁଇଦିନ ତଳେ ଅମିତାଭ ବଚ୍ଚନ, ପରେ ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ଓ ତହିଁ ପରଦିନ ବୋହୂ ଐଶ୍ବର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟା କରୋନା ସଂକ୍ରମିତ…

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳାଫଳ:…

ଭୁବନେଶ୍ବର: କରୋନା କାଳ ଭିତରେ ସରିଲା ମ୍ୟାଟ୍ରିକ ମୂଲ୍ୟାୟନ। ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ ଆଜି କହିଛନ୍ତି ଯେ, ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ବର୍ତ୍ତମାନ ଟାବୁଲେସନ ଚାଲିଛି। ଅପରପକ୍ଷେ ସେ…

ସଚିନ ପାଇଲଟ ବିଜେପିରେ ଅଛନ୍ତି: ପିଏଲ…

ଜୟପୁର: ରାଜସ୍ଥାନରେ ୧୮ ମାସର ଅଶୋକ ଗେହଲୋଟ୍ ସରକାରରେ ଦେଖିବାକୁ ମିଳିଛି ସଙ୍କଟ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ଏହାକୁ ନଜରରେ ରଖି ଦଳର ବରିଷ୍ଠ ନେତା ପିଏଲ ପୁନିଆ କହିଛନ୍ତି ଯେ, ବର୍ତ୍ତମାନ ସଚିନ ପାଇଲଟ ବିଜେପିରେ…

କରୋନା: ରାଜ୍ୟରେ ୭୦ ଛୁଇଁଲା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତାଠୁ ବଡ଼ ଚିନ୍ତା ହେଉଛଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଜି ୬୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏବଂ ଜଣଙ୍କର ଅନାନ୍ୟ…

ବିଜେପିରେ ଯୋଗ ଦେବେନି ପାଇଲଟ୍, ଏପରି…

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ରାଜନୈତିକ ସଙ୍କଟ। ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କୁ ନେଇ ରାଜନୀତି ଜୋର ଧରିଛି। ଏପରିକି ବିଜେପିରେ ପାଇଲଟ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଜାରି ରହିଛି। ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ହିନ୍ଦୁସ୍ଥାନ…

କରୋନା: ୨୩ ଜିଲ୍ଲାରୁ ୬୧୬ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ଆଉ ୬୧୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସହଖ୍ୟା ୧୩,୭୩୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ବଡ଼ ଖବର: ଦେଶରେ ୨୩ ହଜାର ଟପିଲା କରୋନା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୮ଲକ୍ଷ ୭୮ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ପରଲୋକରେ ମୟୂରଭଞ୍ଜ ରାଜମାତା ଭାରତୀ…

ଭୁବନେଶ୍ବର: ପରଲୋକରେ ମୟୂରଭଞ୍ଜର ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ। ବାରିପଦାର ବେଲଗଡ଼ିଆ ସ୍ଥିତ ରାଜପ୍ରାସାଦରେ ଗତକାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଗତକାଲି ରାଜମାତା ସୁସ୍ଥ ଥିଲେ। ସକାଳ ଜଳଖିଆ ସହ ମଧ୍ୟାହ୍ନ ଭୋଜନ…