Odisha Link
Bridging the Missing Links in Odisha
Daily Archives

July 20, 2020

ହେଲିକପ୍ଟରରେ ସଞ୍ଜୟ ଦାସ ବର୍ମା କାହିଁକି…

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। କରୋନା ସଙ୍କଟକୁ ନଜରରେ ରଖି ଖର୍ଚ୍ଚ କାଟ କରିବାକୁ ରାଜ୍ୟ ସରକାର ଦେଇଛନ୍ତି ନିର୍ଦ୍ଦେଶ। ହେଲେ ଏହାରି ମଧ୍ୟରେ ବିବାଦ ଘେରକୁୁ ଆସିଛନ୍ତି ବିଜେଡିର ଟାଣୁଆ ନେତା ତଥା ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା। କରୋନା…

ସମ୍ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକ୍ସିନ୍…

ଭୁବନେଶ୍ୱର: କୋଭିଡ୍-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ୍ ଟୁ ବି ୟୁନିଭର୍ସିିଟି) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍ରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକ୍ସିନର ମଣିଷ ଉପରେ…

କରୋନାକୁ ମାତ୍‌ ଦେଲେ ୯୫ ପୁଲିସ୍‌…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବେକାବୁ ହେଉଛଇ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା। ଏସବୁ ମଧ୍ୟରେ କରୋନା ଯୁଦ୍ଧରେ ଜିତିଲେ କରୋନା ଯୋଦ୍ଧା। ମହାମାରୀ କରୋନାକୁ ମାତ୍‌ ଦେଇଛନ୍ତି ରାଜ୍ୟର ୯୫ ଜଣ ପୁଲିସ୍‌ କର୍ମଚାରୀ। ଏନେଇ ଡିଜିପି ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସମ୍ପୃକ୍ତ ପୁଲିସ କର୍ମଚାରୀମାନେ…

ଦାୟିତ୍ବ ଗ୍ରହଣ କଲେ ଭୁବନେଶ୍ୱର ଓ କଟକର…

ଭୁବନେଶ୍ବର: ଆଜି ଭୁବନେଶ୍ବର ଓ କଟକ ଡିସିିପି ଭାବେ ଉମାଶଙ୍କର ଦାସ ଏବଂ ପ୍ରତୀକ ସିଂହ ଦ୍ବାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ଵର ଡିସିପି ଥିବା ଅନୁପ ସାହୁଙ୍କ ସ୍ଥାନରେ ପୁରୀ ଏସପି ଉମାଶଙ୍କର ଦାସଙ୍କୁ ନିଯୁକ୍ତ କରାଯାଇଥିବାବେଳେ କଟକ ଡିସିପି ଅଖିଳେଶ୍ଵର ସିଂହଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ…

ରାଜ୍ୟର ସମ୍‌ ହସ୍ପିଟାଲରେ ହେବ…

ଭୁବନେଶ୍ବର: ରାଜ୍ୟର ସମ୍‌ ହସ୍ପିଟାଲରେ ଆରମ୍ଭ ହୋଇଛି କୋଭାକ୍ସିନର ମାନବ ପରୀକ୍ଷଣ ପ୍ରକିୟା। ଆସନ୍ତା ବୁଧବାର ଠାରୁ କୋଭାକ୍ସିନର ମାନ ପରୀକ୍ଷଣ ହେବ।ଏନେଇ ଡିପାର୍ଟମେଣ୍ଟ ଅଫ କମ୍ୟୁନିଟି ମେଡିସିନ ଲ୍ୟାବ ଉଦଘାଟିତ ହୋଇଯାଇଛି। ବୁଧବାର ଠାରୁ ମାନବ ପରୀକ୍ଷଣ ଆରମ୍ଭ ହେବା ନେଇ ସମ କର୍ତ୍ତୃପକ୍ଷଙ୍କ…

କରୋନାରେ ଆଉ ୬ ମୃତ, ମୋଟ ୯୭

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ୍‌ । ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୬୭୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୮ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହିତ ରାଜ୍ୟରେ ଆଉ ୬ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ…

ବଡ଼ ଖବର: ରାଜ୍ୟରେ ୧୮ ହଜାର ଡେଇଁଲା…

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ୍‌ । ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୬୭୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୮ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାିଛି। ଆଜି…

ଆସାମରେ ବନ୍ୟା, ୨୮ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ କେତେକ ରାଜ୍ୟରେ ବନ୍ୟ ପରିସ୍ଥିତି ଉପୁଜିିଛି। ଯାହା ଜନଜୀବନକୁ ଅତିଷ୍ଠ କରିଦେଇଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ସମେତ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବନ୍ୟା ଦେଖାଯାଇଛି। ଆସାମରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବନ୍ୟାରେ ରାଜ୍ୟର…

ପ୍ରଥମ ଥର ପାଇଁ ଦେଶରେ ୨୪ ଘଣ୍ଟାରେ ୪୦…

ନୂଆଦିଲ୍ଲୀ: ଦେଶରେ ବେଲଗାମ ହେଉଛି କରୋନା ସଂକ୍ରମଣ। ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧୧ ଲକ୍ଷ ୧୮ ହଜାର…