Odisha Link
Bridging the Missing Links in Odisha
Daily Archives

July 20, 2020

ବାହୁଡ଼ିଗଲେ ବିଜୟ

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ। ୭୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋାଇଛି। ଆଜି ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସିାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଶତାଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସିନେ ପ୍ରେମୀଙ୍କ ମନରେ ଘର…

ଚଳିତ ବର୍ଷ ହେବନି ଟି-୨୦ ବିଶ୍ବକପ୍,…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ଚଳିତବର୍ଷ ହେବ ନାହିଁ ୨୦୨୦ ଟି-୨୦ ବିଶ୍ବକପ୍। ଏନେଇ ଘୋଷଣା କରିଛି ଆଇସିସି।ଫଳରେ ଆଇପିଏଲ ଆୟାଜନକୁ ନେଇ ବିସିସିଆଇ ପାଇଁ ରାସ୍ତା ସଫା ହୋଇଗଲା। ଆଇସିସି କହିଛି ପୁରୁଷ ଟି-୨୦ ବିଶ୍ଵ କପ୍‌ ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବରେ ଆୟୋଜିତ ହେବ। ଏହାର ଫାଇନାଲ…

ନବୀନଙ୍କ ଫୋକସରେ ଗଞ୍ଜାମ: କୋଭିଡ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ଗଞ୍ଜାମ ଜିଲ୍ଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।…

ସୁସ୍ଥ ହେଲେ ଆଉ ୪୫୭

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୯୧୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଗଞ୍ଜାମ ଜିଲ୍ଲାରୁ ୧୧୮, ନୟାଗଡ଼ରୁ ୫୩, କଟକରୁ ୪୪, ସୁନ୍ଦରଗଡ଼ରୁ ୩୮,…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: କରୋନା…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଗୁଡ଼ୁଛି କରୋନା ସ୍ଥିତି। ଏପରିକି ରାଜ୍ୟ ୯୭ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ମୃତ୍ୟୁପରେ ମୃତ ବ୍ୟକ୍ତିଙ୍କ ଶବକୁ ବାରମ୍ବାର ଅସମ୍ମାନ ପରେ ଚେତିଲେରାଜ୍ୟ ସରକାର। ଏଭଳି ଶବ ଅସମ୍ମାନ ଖବରକୁ ନଜରରେ ରଖି ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା। ଏଣିକି…

କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ…

ଭୁବନେଶ୍ବର: ମହାମାରୀ କରୋନା ସଙ୍କଟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ଖୁସି ଖବର। କୋଭିଡ୍‌ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତର,ପାରାମେଡିକାଲ ଷ୍ଟାଫ ଓ ନର୍ସଙ୍କୁ ମିଳିବ ପ୍ରୋତ୍ସାହନ ରାଶି।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। କୋଭିଡ୍‌ ହସ୍‌ପିଟାଲ୍‌ରେ…

ଜୁଲାଇ ୨୨ରୁ ୩୧ ଭିସୁଟ ବନ୍ଦ

ସମ୍ବଲପୁର: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଦିନକୁ ଦିନ ରଜ୍ୟରେ ବିଗୁଡ଼ୁଛି ସ୍ଥିତି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨ ତାରିଖ ଠାରୁ ଜୁଲାଇ ୩୧ ଯାଏଁ ବନ୍ଦ ରଖାଯାଇଛି। ଏ ନେଇ ସମ୍ବଲପୁର ଜିଲ୍ଲାପାଳ ଏକ…

ଭୁବନେଶ୍ବରରେ ୧୨ଶହ ଟପିଲା ଆକ୍ରାନ୍ତଙ୍କ…

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ ଜଣ କ୍ବାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫ ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍…

୨୦୨୧ ଫେବୃୟାରୀରେ ଆସିପାରେ କରୋନା…

ଭୁବନେଶ୍ବର: ଦେଶରେ ତଥା ସମଗ୍ର ରାଜ୍ୟରେ ବେକାବୁ ହେଉଛି କରୋନା ସଂକ୍ରମଣ। ଏହାକୁ ପ୍ରତିହତ କରିବା ପାଇଁ ସରକାର ଆପଣାଉଛନ୍ତି ଅନେକ ପଦକ୍ଷେପ। ଏହାରି ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ୨୦୨୧ ଫେବ୍ରୁଆରୀ ବେଳକୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇପାରେ ବୋଲି ଆଇଏଲଏସ…

ଧୋକା ଦେଲା ପାଇଲଟ୍‌, ବିଜେପି ସହିତ…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜନୈତିକ ସଙ୍କଟ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଅଶୋକ ଗେହଲଟ୍‌ କହିଛନ୍ତି ଯେ, ସଚିନ୍‌ ପାଇଲଟ୍‌ କଂଗ୍ରେସ ପିଠିରେ ଛୁରି ମାଡ଼ କରିଛନ୍ତି। ତାଙ୍କୁ ବହୁ କମ୍‌ ବୟସରେ ବହୁତ କିଛି…