Odisha Link
Bridging the Missing Links in Odisha
Daily Archives

July 21, 2020

ମୃତ ଲେଖିକା ହେଲେ ଓଡ଼ିଶା ସାହିତ୍ୟ…

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର ପୁର୍ନଗଠନ କରିଛନ୍ତି। ପରିଷଦର ସଦସ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ଅର୍ଥାତ୍ ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ନବନିଯୁକ୍ତ ସଦସ୍ୟଙ୍କର କାର୍ଯ୍ୟକାଳ ରହିବ। ହେଲେ ଆଜି ପରିଷଦର ପୁର୍ନଗଠନ…

ବାଙ୍ଗାଲୋର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା:…

ଭୁବନେଶ୍ବର: ଗତ ୧୪ ତାରିଖରେ ବାଙ୍ଗାଲୋରଠାରେ ଗ୍ୟାସ ସିଲିଣ୍ଡର ଫାଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଦୁର୍ଘଟଣା ଘଟିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲା…

ମାଗଣାରେ ୫ ମାସର ଚାଉଳ ଡାଲି ପାଇବେ…

ଭୁବନେଶ୍ବର: କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ…

ଗଞ୍ଜାମରୁ କରୋନା ହଟିବା ଚାହୁଁ ନାହିଁ…

ଭୁବନେଶ୍ବର: ରାଜ୍ୟର ସମ୍ବଲପୁର ହେଉ କିମ୍ବା ମୟୂରଭଞ୍ଜ ଅଥବା ଅନ୍ୟ କୌଣସି ଅଞ୍ଚଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ସରକାର ଅନ୍ୟ ସ୍ଥାନରୁ ସେଠାକୁ ଡାକ୍ତର ଏବଂ କର୍ମଚାରୀ ପଠାଇ ସ୍ଥିତି ମୁକାବିଲା କରିଥାନ୍ତି। ଅନୁରୂପ ଭାବେ ଗଞ୍ଜାମ ଜିଲ୍ଲାର ସ୍ଥିତି ସୁଦୃଢ ପାଇଁ ସରକାର ସେଠାକୁ ଡାକ୍ତର,…

କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା…

LACରେ ଭାରତକୁ ସୁରକ୍ଷା ଦେବ…

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ସେନା ବାହିନୀକୁ ମିଳିଛି ବଡ଼ ଶକ୍ତି। ଡିଆର୍‌ଡିଓ ଚଣ୍ଡିଗଡ଼ ଲ୍ୟାବ୍‌ ଦ୍ବାରା ଅତ୍ୟାଧୁନିକ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ଏକ ଡ୍ରୋନ୍‌, ଯାହାର ନାମ ‘ଭାରତ’ ଦିଆଯାଇଛି। ଏହି ଡ୍ରୋନଟିକୁ ଆଜି ସେନାକୁ ହସ୍ତାନ୍ତର…

ଭଲ ଖବର: ରାଜ୍ୟରେ ୧୩ ହଜାର ଟପିଲା…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ଆଜି ଆଉ ୪୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଟପିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଗଞ୍ଜାମ ଜିଲ୍ଲାର ୧୩୭, କଟକ ଜିଲ୍ଲାର ୫୮,…

ରାଜସ୍ଥାନ ରାଜନୀତି: ପାଇଲଟ୍‌ ଓ ତାଙ୍କ…

ଜୟପୁର: ରାଜସ୍ଥାନ ରାଜନୀତିରେ ରାଜନୈତିକ ସଙ୍କଟ। ଚାଲି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପାଇଲଟ୍‌ ଓ ତାଙ୍କ ସମର୍ଥକଙ୍କୁ ଆଶ୍ବସ୍ତି। ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ସଚିନ ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅଶ୍ଵସ୍ତି ଦେଇଛନ୍ତି। ଏହି ସମୟ ମଧ୍ୟରେ…

କରୋନା: ରାଜଧାନୀରୁ ଆଉ ୨୧ ପଜିଟିଭ୍‌…

ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଉଛି କରୋନା ସ୍ଥିତି। ରାଜଧାନୀ ଭୁବନେଶ୍ବର ମଧ୍ୟ କରୋନା କାୟାରେ। ଆଜି ଭୁବନେଶ୍ଵର ମହନାଗର ନିଗମ(ବିଏମସି) ଅଞ୍ଚଳରେ ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ବିଏମସି ପକ୍ଷରୁ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ…

ଭୁବନେଶ୍ବର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଜୟ ମହାନ୍ତି। ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ପଞ୍ଚଭୂତରେ ଲୀନ ହୋଇଛି। ତାଙ୍କର ଶେଷକୃତ୍ୟରେ କୋଭିଡ୍ କଟକଣା ପାଇଁ ପରିବାରର ଅଳ୍ପ ସଦସ୍ୟ ଉପସ୍ଥିତ ଥିଲେ।…